mission shakti banner

ଅଂଶୁଘାତ ପାଇଁ ସତର୍କ ସୂଚନା ଜାରି

BSKY banner  750×100

ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ ଖରାର ପ୍ରଭାବ ବୃଦ୍ଧି ହେଉଛି। ଅଂଶୁଘାତ ପାଇଁ ସତର୍କ ରହିବାକୁ ଡେପୁଟି ଏସଆରସି ପରାମର୍ଶ ଦେଇଛନ୍ତି। କେଉଁ ଗାଁ, ପଡାରେ ଜଳାଭାବ ରହିଛି ସେନେଇ ଜିଲ୍ଲାପାଳଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ପିଲାଙ୍କୁ ପାଣି ବୋତଲ ସାଥୀରେ ଦେବାକୁ ଅଭିଭାବକଙ୍କୁ କୁହାଯାଇଛି। ଏହାସହ ସକାଳୁଆ ସ୍କୁଲ, ଶ୍ରମିକଙ୍କ କାମ ନିର୍ଘଣ୍ଟ ସଠିକ ସମୟରେ ହେବ ବୋଲି କହିଛନ୍ତି।

Comments are closed.