ଭୁବନେଶ୍ୱର : ବଜେଟ ଅଧିବେଶନର ଆଜି ତୃତୀୟ ଦିନ। ମାତ୍ର ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ଦେଖାଦେଇଛି। ଉଭୟ ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ କାରଣରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଦିନ ୧୧ଟା୩୦ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି। ଚାଷୀଙ୍କ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ବିଧାୟକଙ୍କ ହଟ୍ଟଗୋଳ ସହ ପ୍ଲାକାର୍ଡ଼ ଦେଖାଇ ଉଭୟ ଦଳ ବିଧାୟକଙ୍କ ନାରାବାଜି ପରିସ୍ଥିତି ଦେଖାଦେଇଛି ବୋଲି ସୂଚନା ମିଳିଛି।
Popular Categories



