ନୂଆଦିଲ୍ଲୀ : ଦିଲ୍ଲୀରେ ଆଜି ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୨.୮ ରେକର୍ଡ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସକାଳ ୯ଟା୧୭ରେ ପଶ୍ଚିମ ଦିଲ୍ଲୀରେ ଭୂକମ୍ପର ଝଟକା ଅନୁଭବ ହୋଇଛି। ଏହାର ତିବ୍ରତା କମ ଥିବାରୁ ଅଧିକାଂଶ ଲୋକେ ଭୂକମ୍ପ ଝଟକାକୁ ଅଧିକ ଅନୁଭବ କରିନଥିଲେ।
Popular Categories



