www.samajalive.in
Monday, December 8, 2025
14.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଡିଜିପି କନଫରେନ୍ସିଂରେ ଯୋଗଦେବାକୁ ଆସନ୍ତାକାଲିଠାରୁ ପ୍ରଧାନମନ୍ତ୍ରୀଙ୍କ ୩ ଦିନିଆ ଓଡିଶା ଗସ୍ତ, ସୁରକ୍ଷା ଦୃଷ୍ଟିରୁ ସାରା ରାଜଧାନୀ ପୁଲିସ ଛାଉଣୀ, ଆଲୋକମାଳାରେ ଝଲସୁଛି କ୍ୟାପିଟାଲ ସିଟି..

ଲୋକସଭାରେ ଶପଥ ନେଲେ ପ୍ରିୟଙ୍କା ଗାନ୍ଧୀ, ଓ୍ବାୟନାଡ଼ ଉପନିର୍ବାଚନରେ ଜିତିଥିଲେ ପ୍ରିୟଙ୍କା, ମା’ ସୋନିଆ ଏବଂ ଭାଇ ରାହୁଲଙ୍କ ସହିତ ସଂସଦକୁ ଆସି ନେଲେ ଶପଥ..

- Advertisement -

ସରଗରମ ହେବ ବିଧାନସଭା: ଶୀତ ଅଧିବେଶନର ଆଜି ତୃତୀୟ ଦିନରେ ଶିଶୁ ବିକ୍ରି, ଆମ୍ବ ଟାକୁଆ ଖାଇ ଆଦିବାସୀ ମୃତ୍ୟୁ ଏବଂ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଆଦି ବଡ ପ୍ରସଙ୍ଗ, ବିଭିନ୍ନ ବିଭାଗର ରହିଛି ପ୍ରଶ୍ନକାଳ, ବିରୋଧୀ ଦଳ ପକ୍ଷରୁ ଦିଆଯିବ ମୁଲତବୀ ପ୍ରସ୍ତାବ..

୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ- ଉପମୁଖ୍ୟମନ୍ତ୍ରୀ

୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ- ଉପମୁଖ୍ୟମନ୍ତ୍ରୀ..

୧୨ଘଣ୍ଟାରେ ବାତ୍ୟାର ରୂପ ନେବ ଗଭୀର ଅବପାତ, ୩୦ ସକାଳେ ତାମିଲନାଡ଼ୁ-ପୁଡ଼ୁଚେରୀ ଉପକୂଳ କରିବ ଅତିକ୍ରମ, ଖରାପ ପାଗ ଯୋଗୁଁ ତାମିଲନାଡୁରେ ବିମାନ ଚଳାଚଳ ପ୍ରଭାବିତ, ପୁଡୁଚେରୀରେ ସ୍କୁଲ ଛୁଟି ଘୋଷଣା..

ଯାଜପୁର: ଡମ୍ପରକୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ, ୩ ଗୁରୁତର..

ଡିସେମ୍ବରରେ ୪ ଗ୍ରହଙ୍କ ଚଳନ, ଏହି ରାଶି ହେବେ ଭାଗ୍ୟଶାଳୀ, ବଢିବ ଧନ, ନୂଆ ଚାକିରି ସହ ରହିଛି ବିବାହ ଯୋଗ..

ଶେଷ ହେବ ସସ୍‌ପେନ୍ସ! ଆଜି ଘୋଷଣା ହୋଇପାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନାଁ..

ନୂଆବର୍ଷରୁ ଦେଶର ଆଉ ୫ ସହରକୁ ବିମାନ ସେବା: ଇନ୍ଦୋର, ଡେରାଡୁନ୍, ଲକ୍ଷ୍ନୌ, ଜୟପୁର ଏବଂ କୋଚିଂ କୁ ଉଡିବ ବିମାନ , ସୂଚନା ଦେଲେ ଭୁବନେଶ୍ଵର ବିମାନ ବନ୍ଦର ନିର୍ଦେଶକ..

ପୁରୀ ବ୍ଲୁ ଫ୍ଲାଗ୍ ବିଚରେ ଯୁଦ୍ଧ ଭୂମିର ଭ୍ରମ : ଡିସେମ୍ବର ୪ ନୌସେନା ଦିବସ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍, ଜୋରସୋରରେ ଚାଲିଛି ନୌବୀରଙ୍କ ଅଭ୍ୟାସ..

ଦେଖନ୍ତୁ ଭିଡିଓ; ଐଶ୍ୱର୍ଯ୍ୟାଙ୍କ ନାମରୁ ହଟିଲା ‘ବଚ୍ଚନ’ ସାଙ୍ଗିଆ, ପ୍ରଶଂସକ କାବା !

 

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories