www.samajalive.in
Monday, December 15, 2025
15.1 C
Bhubaneswar

ବାଇଡେନଙ୍କ ସହ କଥା ହେଲେନି, ଚିଠି ଛାଡ଼ିଗଲେ ଟ୍ରମ୍ପ

ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ପୂର୍ବରୁ ହ୍ବାଇଟ୍‌ ହାଉସରୁ ବିଦାୟ ପୂର୍ବକ ପରମ୍ପରା ଭାଙ୍ଗିଛନ୍ତି। ନୂଆ ରାଷ୍ଟ୍ରପତି ବାଇଡେନଙ୍କୁ ଟ୍ରମ୍ପ ହ୍ବାଇଟ ହାଉସ୍‌କୁ ସ୍ବାଗତ କରି ନାହାନ୍ତି କି ତାଙ୍କ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହି ନାହାନ୍ତି। ହ୍ବାଇଟ ଛାଡିବା ପୂର୍ବରୁ ବାଇଡେନଙ୍କ ସହିତ ଟ୍ରମ୍ପ କୌଣସି ପ୍ରକାର କଥା ହୋଇ ନାହାନ୍ତି। ଏପରିକି ଟେଲିଫୋନ ମାଧ୍ୟମରେ ମଧ୍ୟ କଥା ହୋଇ ନାହାନ୍ତି। ବୁଧବାର ଟ୍ରମ୍ପ ତାଙ୍କ ବିଦାୟୀ ଅଭିଭାଷଣରେ ବାଇଡେନଙ୍କ ନାମ ମଧ୍ୟ ଉଚ୍ଚାରଣ କରିନାହାନ୍ତି। ତେବେ ବାଇଡେନଙ୍କ ଉଦ୍ଦେଶ୍ୟରେ ଟ୍ରମ୍ପ ଏକ ଛୋଟ ଚିଠି (ନୋଟ୍‌) ଛାଡିଯାଇଛନ୍ତି। ନୋଟ୍‌ରେ କଣ ଲେଖାଅଛି ତାହା ଜଣାପଡି ନାହିଁ। ଟ୍ରମ୍ପ ତାଙ୍କ ବିଦାୟୀ ଭାଷଣରେ ବାଇଡେନଙ୍କ ନାମ ନେଇ ନଥିଲେ। ତେବେ ଆଣ୍ଡ୍ର୍ୟୁ ଏୟାବେସ୍‌ରେ ଟ୍ରମ୍ପ ନିଜର ଫ୍ଲୋରିଡା ରିସର୍ଟ ଅଭିମୁଖେ ଯାତ୍ରା ପୂର୍ବରୁ କହିଥିଲେ ‘ମୁଁ ସବୁବେଳେ ତୁମ ପାଇଁ ଲଢେଇ କରିବି। ମୁଁ ଦେଖିବି, ଶୁଣିବି ଏବଂ ତୁମକୁ କହୁଛି ଯେ ଦେଶର ଭବିଷ୍ୟତ କେବେହେଲେ ଭଲ ହୋଇପାରିବ ନାହିଁ।’

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories