www.samajalive.in
Sunday, December 7, 2025
26.1 C
Bhubaneswar

ଭୋଗ ସହ ଜଡିତ ଏହି ମହତ୍ତ୍ୱ

ପୂଜାର୍ଚ୍ଚନା କରିବା ସମୟରେ ଭୋଗ ଲଗାଇବା ଏକ ସ୍ୱତନ୍ତ୍ର ବିଧି । ନିୟମିତ ମିଶ୍ରି ହେଉ ଅଥବା ଫଳ ଭୋଗ ହେଉ ଭଗବାନଙ୍କ ସମ୍ମୁଖରେ ଅର୍ପଣ କରାଯାଇଥାଏ। ମାତ୍ର ବାର ଅନୁଯାୟୀ ଯଦି ନିର୍ଦ୍ଦିଷ୍ଟ ଭୋଗ ଆମେ ଭଗବାନଙ୍କୁ ଅର୍ପଣ କରୁ, ତେବେ ଏହାର ବିଶେଷ କୃପା ଓ ଆର୍ଶୀବାଦ ପ୍ରାପ୍ତି ହୋଇଥାଏ।
ସୋମବାର – ଏହି ବାରରେ କଦଳୀ ଓ କଞ୍ଚା କ୍ଷୀର ଭୋଗ କଲେ ବହୁ ଶୁଭ ଫଳ ମିଳିଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ସୁସଂପର୍କ ରହିଥାଏ।
ମଙ୍ଗଳବାର – ଏହି ଦିନରେ ଉଖୁଡ଼ା ଓ ଖଇ କିମ୍ବା ଖାଲି ଉଖୁଡ଼ା ମଧ୍ୟ ଭୋଗ କଲେ, ଗୃହରେ ସର୍ବଦା ସୁଖଶାନ୍ତିର ବାତାବରଣ ରହିଥାଏ।
ବୁଧବାର – ଏହି ବାରରେ ହଳଦୀ ରଙ୍ଗର ଯେକୌଣସି ଲଡ଼ୁ ଭୋଗ କଲେ ବିଦ୍ୟା ଓ କର୍ମକ୍ଷେତ୍ରରେ ବହୁ ଉନ୍ନତି ହୋଇଥାଏ।
ଗୁରୁବାର – ଏହି ବାରରେ ଛେନା ଭୋଗ କରିବା ଦ୍ୱାରା ଗୃହରେ ଆର୍ଥିକ ଅବସ୍ଥାରେ ବହୁ ଉନ୍ନତି ହୋଇଥାଏ। ମା’ଲକ୍ଷ୍ମୀଙ୍କ ବିଶେଷ କୃପା ଲାଭ ହୋଇଥାଏ।
ଶୁକ୍ରବାର – ଏହି ବାରରେ ଯେକୌଣସି ହଳଦୀ ରଙ୍ଗର ମିଠା ଭୋଗ କଲେ, ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖୁବ ଭଲ ରହିଥାଏ।
ଶନିବାର – ଏହି ବାରରେ ରାଶି ଲଡ଼ୁ କିମ୍ବା ଉଖୁଡ଼ା ଭୋଗକଲେ ବହୁ ଶୁଭ ଫଳ ମିଳିଥାଏ।
ରବିବାର – ଏହି ବାରରେ ମଧ୍ୟ ଯେକୌଣସି ମିଠା ଭୋଗ ମଲେ ଭଗବାନଙ୍କ ବିଶେଷ କୃପା ମିଳିବା ସହ ବହୁ ଉନ୍ନତି ହୋଇଥାଏ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories