www.samajalive.in
Saturday, December 6, 2025
26.1 C
Bhubaneswar

ନୂଆବର୍ଷରୁ ଭୁବନେଶ୍ଵରରୁ ୫ ସହରକୁ ଉଡ଼ିବ ବିମାନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରୁ ଭୁବନେଶ୍ଵରରୁ ଦେଶର ଆଉ ୫ ସହରକୁ ବିମାନ ଉଡ଼ାଣ କରିବ। ଏହି ୫ ସହର ହେଉଛି ଇନ୍ଦୋର, ଲକ୍ଷ୍ନୌ, ଡେରାଡୁନ, କୋଚିନ୍‌ ଏବଂ ଜୟପୁର। ୨୦୨୫ ଜାନୁୟାରୀ ୧ରୁ ଭୁବନେଶ୍ଵରରୁ ଇନ୍ଦୋରକୁ ଇଣ୍ଡିଗୋ ବିମାନ ଚଳାଚଳ ଆରମ୍ଭ ହେବ। ଏହି ବିମାନ ସପ୍ତାହକୁ ୪ ଦିନ ଉଡ଼ାଣ କରିବ। ସେହିପରି ଡେରାଡୁନକୁ ସପ୍ତାହରେ ୩ ଦିନ ବିମାନ ଚଳାଚଳ କରିବ। ଜାନୁୟାରୀ ୩ରୁ ଲକ୍ଷ୍ନୌ ଏବଂ ଜୟପୁରକୁ ସପ୍ତାହକୁ ୩ ଦିନ ବିମାନ ଉଡ଼ାଣ କରିବ। ତେବେ କୋଚିନ ସହରକୁ ସପ୍ତାହକ ୭ ଦିନ ଯାକ ବିମାନ ସେବା ଯୋଗାଇ ଦିଆଯିବ। ଏୟାରଇଣ୍ଡିଆ ବିମାନ ଭୁବନେଶ୍ଵରରୁ କୋଚିନ ସେବା ଯୋଗାଇବ। ଭୁବନେଶ୍ଵର ବିମାନବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories