ଏହି ୭ଟି ଜିନିଷକୁ ଆଦୌ କରନ୍ତୁ ନାହିଁ ଦାନ ; ହୋଇଥାଏ ଅଶୁଭ
ଦାନ କରିବାର ଖୁବ ମହତ୍ତ୍ୱ ରହିଛି। ଏହାର ଉଲ୍ଲେଖ ଗ୍ରନ୍ଥରେ ମଧ୍ୟ ରହିଛି। ମାତ୍ର ଶାସ୍ତ୍ରରେ ଏପରି ମଧ୍ୟ ମାନ୍ୟତା ରହିଛି, କେଉଁ ଜିନିଷକୁ ଦାନ କରିବା ଉଚିତ ଓ ଉଚିତ ନୁହେଁ। ଜାଣନ୍ତୁ….
– ଝାଡୁ ଦାନ କଲେ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ।
– ଷ୍ଟିଲରେ ନିର୍ମିତ ଜିନିଷ ମଧ୍ୟ ଦାନ କରିବା ଉଚିତ ନୁହେଁ।
– ସାଧୁସନ୍ଥଙ୍କୁ ନିଜେ ବ୍ୟବହାର କରିଥିବା ପୋଷାକ ଦାନ ଦେବା ଉଚିତ ନୁହେଁ। ଏହା ଦ୍ୱାରା ମଧ୍ୟ ଅଶୁଭଫଳ ମିଳିଥାଏ।
– ତେଲ ଦାନ କଲେ ଶନିଙ୍କ ଉତ୍ତମ କୃପା ପ୍ରାପ୍ତି ହୋଇଥାଏ, ମାତ୍ର ଖରାପ ବା ବ୍ୟବହାର ଉପଯୋଗୀ ହୋଇନଥିବା ତେଲ ଦାନ ଦିଅନ୍ତୁ ନାହିଁ।
– ସତେଜ ଖାଦ୍ୟ ଦାନ କରିପାରିବେ। ମାତ୍ର ବାସି ଖାଦ୍ୟ ଦାନ କରନ୍ତୁ ନାହିଁ। କିମ୍ବା ଖରାପ ଖାଦ୍ୟ ଦାନ କରନ୍ତୁ ନାହିଁ।
– ଗ୍ରନ୍ଥ, ପୁରାଣକୁ ବହି କୁ ଦାନ କରିପାରିବେ। ମାତ୍ର ଫାଟିଥିବା ଅଥବା ଚିରିଥିବା ବହିକୁ ଦାନ କରିବେ ନାହିଁ।
– ଧାରୁଆ ବସ୍ତ୍ର ଯେପରି ଛୁରୀ, ନେଲ କଟର,କଇଁଚି, ଖଣ୍ଡା ଆଦି ମଧ୍ୟ ଦାନ କରିବା ଉଚିତ ନୁହେଁ।
Comments are closed.