Patra electronics

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ କେନ୍ଦ୍ର ନିକଟରେ ପୁଣି ଦାବି କରିବୁ: ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: କେନ୍ଦ୍ର ନିକଟରେ ଓଡିଶା ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଆଗରୁ ଏଥିପାଇଁ ଦାବି କରାଯାଉଛି  ଓ ଏହା ଚାଲୁ ରହିବ  ବୋଲି ସେ ଗଣ ମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି ।

ପୂର୍ବରୁ ଓଡିଶା ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରାଯାଉଛି । ଯଦି ଆନ୍ଧ୍ର ପ୍ରଦେଶକୁ ଏହା ମିଳିବ ତେବେ ଦାବିକୁ ଆହୁରି ତୀବ୍ରତର କରାଯିବ ବୋଲି ସାସଂଦ ଭର୍ତ୍ତୃହରି ମହତାବ ସୂଚନା ଦେଇଛନ୍ତି ।

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ତେଲଗୁ ଦେଶମ ପାର୍ଟି ବିଜେପି ସହ ନିଜର ଗଠ ବନ୍ଧନକୁ ଛିନ୍ନ କରିଛି । ଟିଡିପିର ଦୁଇ ଜଣ ମନ୍ତ୍ରୀ କେନ୍ଦ୍ର ସରକାରରୁ ଇସ୍ତଫା ଦେଇଛନ୍ତି ।

Leave A Reply