www.samajalive.in
Sunday, December 7, 2025
26.1 C
Bhubaneswar

୨ ହଜାର ୯୯୫ ନୂଆ କରୋନା ପଜିଟିଭ ଚିହ୍ନଟ ; ମୋଟ ଆକ୍ରାନ୍ତ ୨,୪୦,୯୯୮

ଭୁବନେଶ୍ୱର : କିଛି ସପ୍ତାହ ପୂର୍ବରୁ ରାଜ୍ୟରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ପାର ହେଉଥିବା ଗତ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ରାଜ୍ୟରେ ୨୪ ଘଣ୍ଟାରେ ୨ ହଜାର ୯୯୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧ ହଜାର ୭୩୭ ଓ ୧ ହଜାର ୨୫୮ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୦,୯୯୮ରେ ପହଞ୍ଚିଛି। ୨,୧୦,୨୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୯,୭୭୦ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

- Advertisement -


୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୬୮ ଓ କଟକରୁ ୧୬୬। ଅନୁଗୁଳରୁ ୧୪୨, ବାଲେଶ୍ୱର ୧୨୧, ବରଗଡ଼ ୯୩, ଭଦ୍ରକ ୨୮, ବଲାଙ୍ଗୀର ୯୪, ବୌଦ୍ଧ ୩୧, ଦେଓଗଡ଼ ୨୦, ଢେଙ୍କାନାଳ ୬୮, ଗଜପତି ୭, ଗଞ୍ଜାମ ୪୭, ଜଗତସିଂହପୁର ୬୨, ଯାଜପୁର ୯୦, ଝାରସୁଗୁଡ଼ା ୬୪, କଳାହାଣ୍ଡି ୬୩, କନ୍ଧମାଳ ୪୩, କେନ୍ଦ୍ରାପଡ଼ା ୧୩୫, କେନ୍ଦୁଝର ୬୧, କୋରାପୁଟ ୪୩, ମାଲକାନଗିରି ୮୨, ମୟୁରଭଞ୍ଜ ୯୨, ନବରଙ୍ଗପୁର ୬୭, ନୟାଗଡ଼ ୪୪, ନୂଆପଡ଼ା ୭୪, ପୁରୀ ୧୪୫, ରାୟଗଡ଼ା ୧୭, ସମ୍ବଲପୁର ୧୩୮, ସୋନପୁର ୮୭, ସୁନ୍ଦରଗଡ଼ ୧୦୧, ଷ୍ଟେଟ ପୁଲ ୨୦୨ ଚିହ୍ନଟ ହୋଇଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories