www.samajalive.in
Sunday, December 14, 2025
14.1 C
Bhubaneswar

ମୃତ୍ୟୁ ପୂର୍ବରୁ ମିଳିଥାଏ ଏହିସବୁ ସଙ୍କେତ

ମୃତ୍ୟୁ ଦୁନିଆର ସବୁଠାରୁ ବଡ଼ ରହସ୍ୟ ଅଟେ। ମୃତ୍ୟୁର ପରବର୍ତ୍ତୀ ଦୁନିଆ ସମ୍ବନ୍ଧରେ ବହୁତ ଲୋକ ବହୁତ କିଛି କହିଥା’ନ୍ତି, ହେଲେ ବାସ୍ତବରେ ମୃତ୍ୟୁ ପରେ କ’ଣ ହୋଇଥାଏ ସେ ବିଷୟରେ କାହାକୁ ଜଣା ନଥାଏ। ସ୍ୱର୍ଗ ଓ ନର୍କର ଦୁନିଆ ସମ୍ବନ୍ଧରେ କାହାକୁ କିଛି ଜଣା ନଥାଏ, ହେଲେ ବହୁତ ଲୋକ ଏ ସମ୍ପର୍କରେ ଜାଣିଥା’ନ୍ତି ଯେ ମୃତ୍ୟୁର ଠିକ୍‍ ପୂର୍ବରୁ ବ୍ୟକ୍ତିଙ୍କୁ କିଛି ଏପରି ସଙ୍କେତ ମିଳିଥାଏ ଯାହାଦ୍ୱାରା ତାଙ୍କୁ ଜଣା ପଡ଼ିଯାଇଥାଏ ଯେ ଏହି ଦୁନିଆରେ ତାଙ୍କ ସମୟ ପୂରା ହୋଇଯାଇଛି। ତେବେ ଆସନ୍ତୁ ଜାଣିବା ସେହି ସଙ୍କେତ ଗୁଡ଼ିକ ବିଷୟରେ –

ଏକ ଗବେଷଣାରୁ ଜଣାପଡି଼ଛି ଯେ, ମୃତ୍ୟୁ ପୁର୍ବରୁ ମଣିଷ ସାମ୍ନାରେ ବହୁତ ପ୍ରକାର ଦୃଶ୍ୟ ଦେଖା ଦେଇଥାଏ। ସେଥିରେ ବିଭିନ୍ନ ଛାୟା ଦେଖା ଦେଇଥାଏ। ଏହା ମଧ୍ୟ କୁହାଯାଇଥାଏ ଯେ ମଣିଷକୁ ମୃତ୍ୟୁ ପୂର୍ବରୁ ନିଜ ଘରର କୋଣରେ ନିଜ ପ୍ରିୟଜନଙ୍କ ଛାୟା ଦେଖା ଦେଇଥାଏ। କାହାକୁ ନିଜ ପିତୃପୁରୁଷ କିମ୍ବା ପିତା ମଧ୍ୟ ଦେଖା ଦେଇଥା’ନ୍ତି। ମୃତ୍ୟୁର କିଛି ଘଣ୍ଟା କିମ୍ବା କିଛି ଦିନ ପୂର୍ବରୁ ନିଜ ଆଖପାଖରେ ଏଭଳି ବିଭିନ୍ନ ଛାୟା ଦେଖା ଦେଇଥାଏ ବା ଅନୁଭବ ହୋଇଥାଏ। ଏପରି ହେବା ଦ୍ୱାରା ସେହି ବ୍ୟକ୍ତିଙ୍କୁ ଜଣା ପଡ଼ିଥାଏ ଯେ ତାଙ୍କର ଏହି ଦୁନିଆରୁ ବିଦାୟ ନେବାର ସମୟ ଆସିଯାଇଛି। ହେଲେ ଅକାଳ ମୃତ୍ୟୁ ହେଉଥିବା ବ୍ୟକ୍ତିଙ୍କ ସହ ଏପରି ହୋଇନଥାଏ, କାରଣ ସେମାନଙ୍କ ମୃତ୍ୟୁ ହଠାତ୍‍ ଆସିଥାଏ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories