ଝାଡଖଣ୍ଡରେ ଭୂକମ୍ପ ଝଟକା
ରାଞ୍ଚି : ଝାଡଖଣ୍ଡର ସାହିବଗଞ୍ଜ ଅଞ୍ଚଳରେ ଶୁକ୍ରବାର ଅପରାହ୍ନ ୧୨ଟା ୭ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୩ ରେକର୍ଡ କରାଯାଇଛି। ଏଥିରେ ଧନଜୀବନହାନୀର କୌଣସି ସୂଚନା ମିଳିପାରିନାହିଁ।
An earthquake with a magnitude of 4.3 on the Richter Scale hit Sahibganj, Jharkhand today at 12:07 pm: National Center for Seismology pic.twitter.com/6JhNPv7fCt
— ANI (@ANI) August 21, 2020
Comments are closed.