www.samajalive.in
Sunday, December 7, 2025
14.1 C
Bhubaneswar

ଜମ୍ମୁ-କାଶ୍ମୀରର ରାଜୌରୀରେ ଭୂ-କମ୍ପ ଝଟକା

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରର ରାଜୌରୀରେ ଭୂ-କମ୍ପ ଝଟକା ଅନୁଭବ ହୋଇଥିବା ବୁଧବାର ଜଣାପଡ଼ିଛି। ଭୂ-କମ୍ପର ଝଟକା ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୨ଟା ୧୨ମିନିଟରେ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଭୂ-କମ୍ପର ତିବ୍ରତା ୪.୩ ରହିଛି। ବର୍ତମାନ ସୁଦ୍ଧା କୌଣସି ଜୀବନହାନୀ ହୋଇଥିବା ନେଇ ସୂଚନା ମିଳିନାହିଁ। ଗତ କିଛି ଦିନ ମଧ୍ୟରେ ଜମ୍ମୁ-କାଶ୍ମୀର ଅନେକ ଥର ଭୂ-କମ୍ପର ଝଟକା ଅନୁଭବ ହୋଇଛି।
ସୂଚନା ଯୋଗ୍ୟ, ଭାରତର ବିଭିନ୍ନ ଅଂଚଳରେ ଲଗାତାର ଭୂ-କମ୍ପର ଝଟକା ଅନୁଭବ ହେଉଛି। ଅରୁଣାଂଚଳ ପ୍ରଦେଶରେ ମଧ୍ୟ ଭୂ-କମ୍ପ ଝଟକା ଦେଖା ଯାଇଛି, ମାତ୍ର ଏଠାରେ କୌଣସି ଜୀବନହାନୀ ହୋଇନଥିବା ଜଣାପଡ଼ିଛି। ଏହାସହ ଇଣ୍ଡୋନେସିଆ ଓ ସିଙ୍ଗାପୁରରେ ଭୂ-କମ୍ପର ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ତିବ୍ରତା ୬ରୁ ଅଧିକ ରହିଥିଲା ବୋଲି ଜଣାପଡ଼ିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories