ଖୁଣ୍ଟା : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅର୍ନ୍ତଗତ ନାହାରା ନିକଟରେ ଏକ ହୋଣ୍ଡା ଆକ୍ଟିଭା ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଆରୋହୀଙ୍କ ମୃତ୍ୟୁ ହୋଇଥିଲା ବେଳେ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦଳା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଜଣକ ହେଉଛନ୍ତି ହୁଡିସାହି ଗ୍ରାମର ଦୀପକ ନାଏକ(୨୦)। ମୃତ ବ୍ୟକ୍ତିଙ୍କ କରିଚୟ ମିଳିନାହିଁ।
Popular Categories



