ରାଜ୍ୟରେ ସୁସ୍ଥ ହେଲେ ଆଉ ୬୫ କରୋନା ଆକ୍ରାନ୍ତ ; ଆରୋଗ୍ୟଙ୍କ ସଂଖ୍ୟା ୧, ୪୮୧
ଭୁବନେଶ୍ବର : ରାଜ୍ୟରେ ଗୁରୁବାର ଆଉ ୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧,୪୮୧କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।
Another 65 #Covid19 patients have recovered and are being discharged.
14 are from Ganjam
10 each from Jagatsinghpur & Kendrapara
8 from Bhadrak
7 from Keonjhar
6 from Bolangir
3 from Khurda
2 each from Balasore & Jajpur and
1 each from Dhenkanal, Jharsuguda & Kandhamal.— H & FW Dept Odisha (@HFWOdisha) June 4, 2020
ରାଜ୍ୟରେ ଆଜି ସୁସ୍ଥ ହୋଇଥିବା ୬୫ ଜଣଙ୍କ ମଧ୍ୟରେ ଗଂଜାମରୁ ୧୪, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୧୦ ଜଣ ଲେଖାଏଁ, ଭଦ୍ରକରୁ ୮, କେନ୍ଦୁଝରରୁ ୭, ବଲାଙ୍ଗୀରରୁ ୬, ଖୋର୍ଦ୍ଧାରୁ ୩, ବାଲେଶ୍ୱର ଏବଂ ଯାଜପୁରରୁ ୨ ଜଣ ଲେଖାଏଁ ଓ ଢେଙ୍କାନାଳ, ଝାରସୁଗୁଡା ଓ କନ୍ଧମାଳରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।
Comments are closed.