www.samajalive.in
Tuesday, December 9, 2025
26.1 C
Bhubaneswar

‘ୟୁଥ୍ ଫର୍ ଭଲ୍ୟୁଣ୍ଟାରୀ ୱାର୍କ’ ପକ୍ଷରୁ ସିନେ ଓ ଯାତ୍ରା ଶ୍ରମିକଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

ଭୁବନେଶ୍ୱର : ସାମ୍ପ୍ରତିକ କରୋନା ମହାମାରୀ ଯୋଗୁଁ ଦୁର୍ଦ୍ଦିନରେ ଦିନ କାଟୁଛି ସାରା ବିଶ୍ୱ। ଏଥିରୁ ବାଦ୍ ପଡ଼ିନାହାନ୍ତି ଓଡ଼ିଶାର ସିନେମା ଓ ଯାତ୍ରା ଜଗତ ସହିତ ଜଡ଼ିତ ଥିବା ଶ୍ରମିକମାନେ। କରୋନା ମୁକାବିଲା ପାଇଁ ଘୋଷିତ ଲକ୍‌ଡାଉନ୍ ହେବ ପରେ ସିନେମା ସୁଟିଂ, ଥିଏଟର ଓ ଯାତ୍ରା ପରିବେଷଣ ବନ୍ଦ ରହିଛି। ଏହାଦ୍ୱାରା ଅନେକ ଟେକ୍ନିସିଆନ୍, ସ୍ପଟ ବୟ, ମେକଅପ୍ ମ୍ୟାନ୍ ପ୍ରମୁଖ ହାତ ବାନ୍ଧି ଘରେ ବସିଛନ୍ତି। ସେମାନେ ନିର୍ମାଣ ଶ୍ରମିକରେ ପଞ୍ଜିକୃତ ହୋଇ ନଥିବାରୁ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କ ପାଇଁ ନିଜ ପରିବାର ଚଳାଇବା କାଠିକର ପାଠ ହୋଇସାରିଛି। ତେଣୁ ସେମାନଙ୍କୁ ଚିହ୍ନଟ କରି ଆର୍ଥିକ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୟୁଥ୍ ଫର୍ ଭଲ୍ୟୁଣ୍ଟାରି ୱାର୍କ’ ର ଅଧ୍ୟକ୍ଷ ମିର୍ ଅହମ୍ମଦ୍ ଅଲ୍ଲୀ ନିବେଦନ କରିଛନ୍ତି।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories