BJD Bijuli 480×75 Mob

ଆସୁଛି ଜନ ଆବ୍ରାହମଙ୍କ ସତ୍ୟମେବ ଜୟତେ

BJD Bijuli 480×75 Mob
0

ନୂଆଦିଲ୍ଲୀ : ମିଲାପ ଜାଭେରୀ ନିର୍ଦେଶିତ ଜନ ଆବ୍ରାହମ ଅଭିନୀତ ଚଳଚ୍ଚିତ୍ର ସତ୍ୟମେବ ଜୟତେର ପୋଷ୍ଟର ମୁକ୍ତିଲାଭ କରିଛି। ଏଥିରେ ଜନଙ୍କ ସହ ମନୋଜ ବାଜପେୟୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଚଳଚ୍ଚିତ୍ରରେ ସଙ୍ଗିତ ନିର୍ଦେଶନା ଭାର ତନିସ୍ମ ବାଗ୍‍ଚି ତୁଲାଇଛନ୍ତି। ଚଳିତ ବର୍ଷ ସ୍ୱାଧୀନତା ଦିବସରେ ଏହା ମୁକ୍ତିଲାଭ କରିବ। ଏହି ପୋଷ୍ଟରରେ ଜନ ଆବ୍ରାହମ ନିଜର ବାଇସେପ୍‍ ଦେଖାଉଥିବା ନଜର ଆସିଛନ୍ତି। ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ଗୋଲ୍ଡ ସହ ଏହା ମୁକାବିଲ କରିବ। ତେଣୁ ସ୍ୱାଧୀନତା ଦିବସରେ ଏହି ଦୁଇ ଚଳଚ୍ଚିତ୍ର ମଧ୍ୟରେ ପ୍ରତିଦ୍ୱନ୍ଦିତା ରୋଚକ ହେବ ବୋଲି ଆଶା କରାଯାଉଛି।

Leave A Reply