‘ଦି ସେପ୍ ଅଫ୍ ଓ୍ୱାଟର’କୁ ଶ୍ରେଷ୍ଠ ଚଳଚିତ୍ର ଭାବେ ମିଳିଲା ଓସ୍କାର ସମ୍ମାନ
ହଲିଉଡ୍: ୯୦ ତମ ଓସ୍କାର ସମ୍ମାନ ଘୋଷିତ ହୋଇଯାଇଛି । ୯୦ ତମ ଏକାଡେମୀ ଆଓ୍ୱାର୍ଡ ଉତ୍ସବରେ ହଲିଉଡ୍ରେ ନାମୀଦାମୀ କଳାକାରଙ୍କ ସହ ସିନେମା ପ୍ରଯୋଜକ, ନିର୍ଦେଶକ ଓ ବୈଷୟିକ ସହାୟତା ଦେଉଥିବା ବ୍ୟକ୍ତି ବିଶେଷଙ୍କୁ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ‘ଦି ସେପ୍ ଅଫ୍ ଓ୍ୱାଟର’ କୁ ଶ୍ରେଷ୍ଠ ଚଳଚିତ୍ର ଭାବେ ଓସ୍କାର ସମ୍ମାନ ମିଳିଛି ।
ଶ୍ରେଷ୍ଠ ଅଭିନେତ୍ରୀ- ଭାବେ ଫ୍ରାନସେସ୍ ମାକ୍ ଡୋରମାଣ୍ଡ, ଶ୍ରେଷ୍ଠ ଅଭିନେତା- ଭାବେ ଗ୍ୟାଲି ଓଲ୍ଡ ମ୍ୟାନଙ୍କୁ ଓସ୍କାର ସମ୍ମାନରେ ସମ୍ମାନିତ କରାଯାଇଛି ।
ଓସ୍କାର ପାଇଥିବା ଅନ୍ୟ ଶ୍ରେଣୀର ତାଲିକା ନି୍ମ୍ନରେ ଦିଆଯାଇଛି ।
ଶ୍ରେଷ୍ଠ ନିର୍ଦେଶକ- ଗୁଲିଏରମୋ ଡେଲ ଟୋରୋ
ଗୀତ ପାଇଁ କ୍ରିଷ୍ଟେନ ଆଣ୍ଡେରସନ୍ –ଲୋପେଜ୍, ରବର୍ଟ ଲୋପେଜ୍
ସଙ୍ଗୀତ- ଆଲୋକ୍ ଜାଣ୍ଡାର ଡେସ୍ପ୍ଲାଟ
ସିନେମାଟୋଗ୍ରାଫୀ- ରୋଜେର୍ ଏ
ନିଜସ୍ୱ ପଟ୍ଟ କଥା ବା ସ୍କ୍ରିନ ପ୍ଲେ- ଜୋର୍ଡାନ ପୀଲେ
ରୂପାନ୍ତରିତ ପଟ୍ଟକଥା- ଜେମସ୍ ଆଇଭରୀ
କ୍ଷୁଦ୍ର ସିନେମା- କ୍ରିସ୍ ଓଭର୍ଟୋନ ଓ ରାଚେଲ୍ ଶେଣ୍ଟୋନ
ପ୍ରାମାଣିକ ଚଳଚିତ୍ର- ଫ୍ରାଙ୍କ ଷ୍ଟିଇଫେଲ୍
ସିନେମା ସମ୍ପାଦନା- ଲି ସ୍ମିଥ୍
ଭିଜୁଆଳ୍ ଏଫେକ୍ଟ- ଜନ୍ ନେଲସନ୍ , ଜେର୍ଡ୍ ନେଭଜେର୍, ପଲ୍ ଲାମ୍ବାର୍ଟ ଓ ରାକାର୍ଡ ଆର୍
ଆନିମେସନ୍ ସିନେମା- ଲି ଉନ୍କ୍ରିଚ୍ ଓ ଡାର୍ଲା କେ ଆଣ୍ଡେରସନ୍
ଆନିମେସନ୍ କ୍ଷୁଦ୍ର ସିନେମା- କୋବେ ବ୍ରାୟାଣ୍ଟ ଓ ଗ୍ଲେନ୍ କେନ୍
ଶ୍ରେଷ୍ଠ ସହାୟକ ଅଭିନେତ୍ରୀ- ଆଲିସୋ୍ ଜାନେ
ଶ୍ରେଷ୍ଠ ବିଦେଶୀ ଚଳଚିତ୍ର- ଏ ଫାଣ୍ଟାଷ୍ଟିକ୍ ଓ୍ୱିମାନ