ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋସ୍ ଡାକ୍ତରଖାନାରେ ଭର୍ତ୍ତି.. ଛାତିରେ ଯନ୍ତ୍ରଣା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା..
ଆଉ ନାହାନ୍ତି ପୋପ୍ ଫ୍ରାନସିସ୍.. ୮୮ ବର୍ଷ ବୟସରେ ଭାଟିକାନ ସିଟିରେ ପୋପ୍ ଫ୍ରାନସିସ୍ଙ୍କ ଦେହାନ୍ତ.. ନିମୋନିଆରେ ପୀଡିତ ହୋଇ ଚିକିତ୍ସ।ଧୀନ ଥିଲେ ପୋପ୍..
ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ହଳଦୀ ଗାଁରେ ଚାଞ୍ଚଲ୍ୟ.. ସ୍ତ୍ରୀକୁ ହତ୍ୟା ପରେ ବକ୍ସ ଖଟରେ ଲୁଚାଇ ରଖିଥିଲା ସ୍ୱାମୀ.. ୨ ଦିନ ପରେ ତାଲା ଭାଙ୍ଗି ଖୋଜାଖୋଜି ପରେ ଖଟ ଭିତରୁ ମୃତଦେହ ଉଦ୍ଧାର..
ବିସିସିଆଇ ଜାରି କଲା ବାର୍ଷିକ ଚୁକ୍ତି ତାଲିକା.. ୩୪ ଖେଳାଳିଙ୍କ ସହ ଚୁକ୍ତି କଲା ବୋର୍ଡ଼.. ଇଶାନ କିଷନ ଏବଂ ଶ୍ରେୟସ ଆୟାର ତାଲିକାରେ ସାମିଲ.. ଗତ ବର୍ଷ ଏହି ଦୁଇ ଖେଳାଳିଙ୍କୁ ଚୁକ୍ତି ତାଲିକାରୁ ବାହାର କରି ଦିଆଯାଇଥିଲା..
ଲକ୍ଷେ ମୁହାଁ ସୁନାଦର.. ଟପିଲା ୯୮ ହଜାର.. ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୯୮,୩୫୦ ଟଙ୍କା ରହିଥିବାବେଳେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୯୦,୧୫୦ ଟଙ୍କା ରହିଛି..



