‘ଦି ସେପ୍‌ ଅଫ୍‌ ଓ୍ୱାଟର’କୁ ଶ୍ରେଷ୍ଠ ଚଳଚିତ୍ର ଭାବେ ମିଳିଲା ଓସ୍କାର ସମ୍ମାନ

0

ହଲିଉଡ୍‌:  ୯୦ ତମ ଓସ୍କାର ସମ୍ମାନ ଘୋଷିତ ହୋଇଯାଇଛି ।  ୯୦ ତମ ଏକାଡେମୀ ଆଓ୍ୱାର୍ଡ ଉତ୍ସବରେ ହଲିଉଡ୍‌ରେ ନାମୀଦାମୀ କଳାକାରଙ୍କ ସହ ସିନେମା ପ୍ରଯୋଜକ, ନିର୍ଦେଶକ ଓ ବୈଷୟିକ ସହାୟତା ଦେଉଥିବା ବ୍ୟକ୍ତି ବିଶେଷଙ୍କୁ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ‘ଦି ସେପ୍‌ ଅଫ୍‌ ଓ୍ୱାଟର’ କୁ ଶ୍ରେଷ୍ଠ ଚଳଚିତ୍ର ଭାବେ ଓସ୍କାର ସମ୍ମାନ ମିଳିଛି ।

ଶ୍ରେଷ୍ଠ ଅଭିନେତ୍ରୀ- ଭାବେ  ଫ୍ରାନସେସ୍‌ ମାକ୍‌ ଡୋରମାଣ୍ଡ, ଶ୍ରେଷ୍ଠ ଅଭିନେତା- ଭାବେ ଗ୍ୟାଲି ଓଲ୍ଡ ମ୍ୟାନଙ୍କୁ  ଓସ୍କାର ସମ୍ମାନରେ ସମ୍ମାନିତ କରାଯାଇଛି ।

 

ଓସ୍କାର ପାଇଥିବା ଅନ୍ୟ ଶ୍ରେଣୀର ତାଲିକା ନି୍ମ୍ନରେ ଦିଆଯାଇଛି ।

ଶ୍ରେଷ୍ଠ ନିର୍ଦେଶକ- ଗୁଲିଏରମୋ ଡେଲ ଟୋରୋ

ଗୀତ ପାଇଁ  କ୍ରିଷ୍ଟେନ ଆଣ୍ଡେରସନ୍‌ –ଲୋପେଜ୍‌, ରବର୍ଟ ଲୋପେଜ୍‌

ସଙ୍ଗୀତ- ଆଲୋକ୍‌ ଜାଣ୍ଡାର ଡେସ୍‌ପ୍ଲାଟ

ସିନେମାଟୋଗ୍ରାଫୀ-  ରୋଜେର୍‌ ଏ

ନିଜସ୍ୱ ପଟ୍ଟ କଥା ବା ସ୍କ୍ରିନ ପ୍ଲେ- ଜୋର୍ଡାନ ପୀଲେ

prayash

ରୂପାନ୍ତରିତ ପଟ୍ଟକଥା- ଜେମସ୍‌ ଆଇଭରୀ

କ୍ଷୁଦ୍ର ସିନେମା- କ୍ରିସ୍‌ ଓଭର୍‌ଟୋନ ଓ ରାଚେଲ୍‌ ଶେଣ୍ଟୋନ

ପ୍ରାମାଣିକ ଚଳଚିତ୍ର- ଫ୍ରାଙ୍କ ଷ୍ଟିଇଫେଲ୍‌

ସିନେମା ସମ୍ପାଦନା- ଲି ସ୍ମିଥ୍‌

ଭିଜୁଆଳ୍‌ ଏଫେକ୍ଟ- ଜନ୍‌ ନେଲସନ୍‌ , ଜେର୍ଡ୍‌ ନେଭଜେର୍‌, ପଲ୍‌ ଲାମ୍ବାର୍ଟ ଓ ରାକାର୍ଡ ଆର୍‌

ଆନିମେସନ୍‌ ସିନେମା- ଲି ଉନ୍‌କ୍ରିଚ୍‌ ଓ ଡାର୍ଲା କେ ଆଣ୍ଡେରସନ୍‌

ଆନିମେସନ୍‌ କ୍ଷୁଦ୍ର ସିନେମା- କୋବେ ବ୍ରାୟାଣ୍ଟ ଓ ଗ୍ଲେନ୍‌ କେନ୍‌

ଶ୍ରେଷ୍ଠ ସହାୟକ ଅଭିନେତ୍ରୀ- ଆଲିସୋ୍‌ ଜାନେ

ଶ୍ରେଷ୍ଠ ବିଦେଶୀ ଚଳଚିତ୍ର- ଏ ଫାଣ୍ଟାଷ୍ଟିକ୍‌ ଓ୍ୱିମାନ

Leave A Reply