ଆରମ୍ଭ ହେଲା ‘କଲଙ୍କ’ର ସୁଟିଂ

0

ନୂଆଦିଲ୍ଲୀ : ଫକ୍ସ ଷ୍ଟାର ଷ୍ଟୁଡିଓ ଓ କରଣ ଜୋହରଙ୍କ ପ୍ରଯୋଜନାରେ ବିଗ୍‍ ବଜେଟ୍‍ ହିନ୍ଦୀ ଚଳଚ୍ଚିତ୍ର ‘କଲଙ୍କ’ର ସୁଟିଂ ଆରମ୍ଭ ହୋଇଛି। ଅଭିଷେକ ବର୍ମନଙ୍କ ନିର୍ଦେଶନାରେ ନିର୍ମିତ ହେଉଥିବା ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ ସଞ୍ଜୟ ଦତ୍ତ , ସୋନାକ୍ଷୀ ସିହ୍ନା , ବରୁଣ ଧାୱନ , ଆଲିୟା ଭଟ୍ଟ , ମାଧୁରୀ ଦିକ୍ଷିତ , ଏବଂ ଆଦିତ୍ୟ ରୟ କପୁରଙ୍କ ଭଳି ନାମିଦାମୀ କଳାକାର। ୨୦୧୯ଏପ୍ରିଲ ୧୯ତାରିଖରେ ‘କଲଙ୍କ’ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ସୋନାକ୍ଷୀ ଏକ ଭିନ୍ନ ରୂପରେ ନଜର ଆସିବେ ବୋଲି ଜଣାପଡିଛି।

Leave A Reply