ଆଇପିଏସ ସ୍ତରରେ ଅଦଳବଦଳ

0

ଭୁବନେଶ୍ୱର : ରାଜ୍ୟରେ ବରିଷ୍ଠ ଆଇପିଏସ୍‍ ସ୍ତରରେ ଛୋଟ ଧରଣର ଅଦଳବଦଳ କରାଯାଇଛି ।  ହିମାଂଶୁ ଲାଲଙ୍କୁ ଏସଟିଏଫ ଡିଆଇଜି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଏସ.ସାଇନିଙ୍କୁ କ୍ରାଇମବ୍ରାଞ୍ଚ ଡିଆଇଜି ଦାଇତ୍ୱ ଦିଆଯାଇଥିବା ବେଳେ ଆଶିଷ ସିଂଙ୍କୁ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜର  ଡିଆଇଜି  ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

Leave A Reply