ମିଳିତ ସେନା ଆକ୍ରମଣରେ ପରିବାରର ୧୨ମୃତ

0

ବିରୁଟ : ଆମେରିକା ନେତୃତ୍ତ୍ୱାଧୀନ ମିଳିତ ସେନା ଆକ୍ରମଣରେ ସିରିଆରେ ୧୨ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ଗୋଟିଏ ପରିବାର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ୧୦ ଶିଶୁ ଥିବା ଜଣାପଡ଼ିଛି। ସେନା ପକ୍ଷରୁ ଉତ୍ତର-ପୂର୍ବାଞ୍ଚଳ ହିଦାଜଠାରେ ଚଢ଼ଉ କରାଯିବାବେଳେ ବିମାନ ଆକ୍ରମଣରେ ଏହି ଅଘଟଣ ଘଟିଛି। ଆକ୍ରମଣରେ ମୋଟ ୨୦ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରକାଶ।

Leave A Reply