ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ

0

ପୁରୀ: ପିପିଲି ତହସିଲର କନିଷ୍ଠ କିରାଣୀ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ତାଙ୍କ ନାମ ରଘୁନାଥ ପଣ୍ଡା । ଶ୍ରୀ ପଣ୍ଡା ଘର ବାରି କିସମ ପରିବର୍ତ୍ତନ କରିବା ପାଇଁ ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କ ଠାରୁ ୩୦୦୦ହଜାର ଟଙ୍କା ଲାଞ୍ଚ ନେଇଥିବା ସମୟରେ ଧରାପଡ଼ିଥିଲେ । ଭିଜିଲାନ୍ସ ପକ୍ଷରୁ ଛାନ୍‌ଭିନ ଜାରି ରହିଛି ।

Leave A Reply