ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ବଡ଼ସାହି : ମୟୁରଭଞ୍ଜ ଜିଲା ରବିବାର ଅପରାହ୍ନରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ନେଇ ଅଭିଯୁକ୍ତ ଫେରାର ଥିବା ଅଭିଯୋଗ ହୋଇଛି। ଏ ନେଇ ନାବାଳିକାଙ୍କ ବାପା ବଡ଼ସାହି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ଜଣଙ୍କ ବିକାଶ ବେଣ୍ଟକାରବୋଲି ଜଣାପଡ଼ିଛି। ପୁଲିସ ଏନେଇ ଏକ ଅପହରଣ ମାମଲା ରୁଜୁ କରି ବିଭନ୍ନ ସ୍ଥାନରେ ତଲାସି ଜାରି ରଖିଛି।

 

kalyan agarbati

Comments are closed.