କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

0

ଭୁବନେଶ୍ୱର: ମଙ୍ଗଳବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । ଏହାର ପ୍ରଭାବରେ କେରଳର ଅନେକ ସ୍ଥାନରେ ବର୍ଷା ହୋଇଛି । ପୂର୍ବନିର୍ଦ୍ଧାରିତ ସମୟର ପ୍ରାୟ ୩ ଦିନ ପୂର୍ବରୁ ମୌସୁମୀ ବାୟୁ କେରଳ ଛୁଇଁଥିବା ଜଣାପଡିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଆଭ୍ୟନ୍ତରୀଣ କର୍ଣ୍ଣାଟକ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ୍‍ ୧୦ ସୁଦ୍ଧା ଓଡ଼ିଶା ସ୍ପର୍ଷ କରିବ ବୋଲି ଭାରତ ପାଣିପାଗ ବିଭାଗ (ଆଇଏମ୍‍ଡି) ପୂର୍ବାନୁମାନ କରିଛି।

Leave A Reply