www.samajalive.in
Sunday, December 14, 2025
19.1 C
Bhubaneswar

ଆସନ୍ତାକାଲି ହୋଇପାରେ ଉଦ୍ଧବଙ୍କ ବହୁମତ ପରୀକ୍ଷା : ଏନସିପିର ଦିଲ୍ଲିପ ପାଟିଲ ହେବେ କାମଚଳା ବାଚସ୍ପତି

ମୁମ୍ବଇ : ଆସନ୍ତା କାଲି ଅର୍ଥାତ୍‌ ଶନିବାର ମହାରାଷ୍ଟ୍ରରେ ବହୁମତ ପରୀକ୍ଷା(ଫ୍ଲୋର ଟେଷ୍ଟ) ହୋଇପାରେ। ପ୍ରଥମେ ବିଧାନସଭାରେ ସଦସ୍ୟମାନେ ଶପଥ ଗ୍ରହଣ କରିବେ, ଏହା ପରେ ବହୁମତ ପରୀକ୍ଷା ଅର୍ଥାତ ଫ୍ଲୋର ଟେଷ୍ଟ କରାଯିବ। ଏଥିପାଇଁ ଏନସିପିର ଦିଲ୍ଲିପ ପାଟିଲଙ୍କୁ କାମଚଳା ବାଚସ୍ପତି(ପ୍ରୋଟେମ ସ୍ପିକର) ରୂପେ ନିଯୁକ୍ତ କରାଯିବ। କାମଚଳା ବାଚସ୍ପତି ସମସ୍ତ ବିଧାୟକଙ୍କୁ ପ୍ରଥମେ ଶପଥ ପାଠ କରାଇବେ। ଏହାପୂର୍ବରୁ ବିଜେପି ବିଧାୟକ କାଳିଦାସ କୋଲମ୍ବକର ଏହି ପଦରୁ ଇସ୍ତଫା ଦେଇଥିଲେ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories