www.samajalive.in
Tuesday, December 9, 2025
15.1 C
Bhubaneswar

୫୦ ଫୁଟ ଧସିଲା ବୈତରଣୀ ନଦୀବନ୍ଧ

ଆରଡ଼ି : ବୁଲ୍‍ ବୁଲ୍‍ ପ୍ରଭାବରେ ଚାନ୍ଦବାଲି ବ୍ଲକର ଆରଡ଼ି ନିକଟସ୍ଥ ବୋଡ଼କ ଠାରେ ବୈତରଣୀ ନଦୀକୁ ୫୦ ଫୁଟର ସୁରକ୍ଷା ବନ୍ଧ ଧସି ଥିବା ଜଣାପଡ଼ିଛି। ସେହି ନଦୀ ବନ୍ଧକୁ ଦେଇ ୨୦ ନମ୍ବର ଜାତୀୟ ରାଜପଥ ଯାଇଛି। ବର୍ତ୍ତମାନ ଏହି ଜାତୀୟରାଜପଥ ଆଖଣ୍ଡଳମଣି- ଯାଜପୁର ମୁଖ୍ୟ ରାସ୍ତାକୁ ଗମନାଗମନର ବାଟ ହୋଇଥିବାରୁ ମଣିବାବା ଓ ମା’ବିରଜାଙ୍କ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ ହେବାର ସମ୍ଭାବନା ରହିଛି। ନିମ୍ନ ମାନର କାମ ଯୋଗୁଁ ଏଭଳି ଘଟିଥିବା ଅଭିଯୋଗ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories