ବୃଦ୍ଧ ପିତାମାତାଙ୍କୁ ହତ୍ୟା ପରେ ଘର ପୋଡି ଦେଲା  ମାନସିକ ବିକାର ଗସ୍ତ ପୁଅ

0

ନୂଆଦିଲ୍ଲୀ: ଦିଲ୍ଲୀର ମୋତି ନଗର ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ବୃଦ୍ଧ ପିତାମାତାଙ୍କୁ ହତ୍ୟା କରିବାପରେ ଘରେ  ମାନସିକ ବିକାର ଗସ୍ତ ପୁଅ ନିଆଁ ଲଗାଇ ଦେଇଛି । ମୋତି ନଗର ଅଞ୍ଚଳରେ ୭୦ ବର୍ଷିୟ ଛେଦିଲାଲ୍‌ ଓ ୬୨ବର୍ଷୀୟ ଲକ୍ଷ୍ମୀ ନାମକ ଦମ୍ପତ୍ତି  ବାସ କରୁଥିଲେ । ସେମାନଙ୍କ ସହ ରହୁଥିବା ଭଡାଟିଆ ବିନୟ ନାମକ ବ୍ୟକ୍ତି ବି ଆକ୍ରମଣରେ ଗୁରୁତର ହୋଇଛି ।

ଆଗରୁ ସେମାନଙ୍କୁ ପୁଅ ତାଙ୍କୁ ମାରଧର କରୁଥିଲା । ଘରେ ନିଆଁ ଲଗାଇଦେବାପରେ ସେ ଘଟଣାସ୍ଥଳ ଛାଡି ଫେରାର ହୋଇଯାଇଥିଲା  ଆଗରୁ ସେ ବାପା ମାଆଙ୍କୁ ମାରଧର କରୁଥିବା ଅଭିଯୋଗ ହୋଇଛି ।

Leave A Reply