ଲର୍ଣ୍ଣିଂ ଲାଇସେନ୍ସ ପାଇଁ ରାଜଧାନୀରେ ସ୍ବତନ୍ତ୍ର  ବ୍ୟବସ୍ଥା

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ପରିବହନ ବିଭାଗ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ସୋମବାର ଠାରୁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଯାଉଛି  । ସହିଦନଗର ବିଏମସି କାର୍ଯ୍ୟାଳୟ ଏବଂ ଓଏସଆରଟିସି ପରିସରରେ ଏହି ସ୍ବତନ୍ତ୍ର  ବ୍ୟବସ୍ଥା କରାଯିବ ।  ଅକ୍ଟୋବର ୪ ତରିଖ ଯାଏ ଏଠାରେ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରାଯିବ  । ଏହା ସକାଳ ୧୦ଟାରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲାରହିବ । ଏଥିପାଇଁ କୌଣସି ସ୍ଲଟ ବୁକ୍ କରିବା ଆବଶ୍ୟକ ନାହିଁ  ।

kalyan agarbati

Comments are closed.