www.samajalive.in
Monday, December 15, 2025
27.1 C
Bhubaneswar

କର୍ଣ୍ଣାଟକ ନିର୍ବାଚନ ଶେଷ, ଏକ୍ସିଟପୋଲରେ କଂଗ୍ରେସ-ବିଜେପି ମଧ୍ୟରେ କଡା ଟକ୍କର

ବେଙ୍ଗାଲୁର: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଶନିବାରରେ ମତଦାନ ଶେଷ ହୋଇଛି । ଅପରାହ୍ନ ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ ହୋଇଛି । ଏହା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍ସିଟ ପୋଲ୍‌ ପ୍ରକାଶ ପାଇଛି । ଏଥିରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । କେତକ ଏକ୍ସିଟ ପୋଲ୍‌ରେ କଂଗ୍ରେସକୁ ଅଧିକ ଆସନ ମିଳିବ ବୋଲି ପୂର୍ବାନୁମାନ କରାଯାଇଥିବା ବେଳେ ଆଉ କେତକରେ ବିଜେପିକୁ ଅଧିକ ଆସନ ମିଳିବ ବୋଲି ଅନୁମାନ କରାଯାଇଛି ।ଜେଡିଏସ୍‌  କିଙ୍ଗ ମେକର୍‌ ହେବ ବୋଲି ପୂର୍ବାନୁମାନ କରାଯାଇଛି ।

ଏବିପି- ସି ଭୋଟର

- Advertisement -
ଦଳ ଆସନ
ବିଜେପି ୯୭-୧୦୦
କଂଗ୍ରେସ ୮୭-୯୯
ଜେଡିଏସ୍‌ ୨୧-୩୦
ଅନ୍ୟ ୧-୮

 

ରିପବ୍ଲିକ ଟିଭି-ଜନ୍‌କି ବାତ୍‌

ଦଳ ଆସନ
ବିଜେପି ୯୧-୧୧୪
କଂଗ୍ରେସ ୭୩-୮୨
ଜେଡିଏସ୍‌ ୩୨-୪୨
ଅନ୍ୟ ୨-୩

 

ଇଣ୍ଡିଆ ଟିଭି-ଭିଏମ୍‌ଆର୍‌

ଦଳ ଆସନ
ବିଜେପି ୮୭
କଂଗ୍ରେସ ୯୭
ଜେଡିଏସ୍‌ ୩୫
ଅନ୍ୟ

 

ନ୍ୟୁଜ୍‌ ଏକ୍ସ ଓ ସିଏନ୍‌ଏକ୍ସ୍‌

ଦଳ ଆସନ
ବିଜେପି ୧୦୨-୧୧୦
କଂଗ୍ରେସ ୭୨-୭୮
ଜେଡିଏସ୍‌ ୩୫-୩୯
ଅନ୍ୟ ୩-୫

 

 

ଟାଇମସ୍‌ ନାଓ-

ଦଳ ଆସନ
ବିଜେପି ୮୨-୯୩
କଂଗ୍ରେସ ୯୦-୧୦୩
ଜେଡିଏସ୍‌ ୩୧-୩୯
ଅନ୍ୟ ୨-୪

 

ଆକ୍ସିସ-ମାଇଁ ଇଣ୍ଡିଆ

ଦଳ ଆସନ
ବିଜେପି ୭୯-୯୨
କଂଗ୍ରେସ ୧୦୬-୧୧୮
ଜେଡିଏସ୍‌ ୨୨-୩୦
ଅନ୍ୟ ୧-୪

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories