ହୀରାକୁଦ ଜଳସ୍ତର-୬୨୫.୯୩ ଫୁଟ୍‌; ଖୋଲିଲା ୧୦ ଗେଟ୍‌

0

ସମ୍ବଲପୁର: ହୀରାକୁଦ ଡ୍ୟାମର ଜଳସ୍ତର ଗୁରୁବାର ସନ୍ଧ୍ୟାରେ ୬୨୫.୯୩ ଫୁଟ୍‌ ରହିଛି। ଜଳଭଣ୍ଡାରରୁ ଗୁରୁବାର ସନ୍ଧ୍ୟାରେ ଆଉ ୪ଟି ଗେଟ୍‌ ଖୋଲାଯାଇଛି। ଏହି ୪ଟି ଗେଟ୍‌ ଖୋଲାଯିବା ପରେ ଏବେ ଜଳଭଣ୍ଡାରର ୧୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ସୂଚନା ଅନୁସାରେ, ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବାବେଳେ ବର୍ତ୍ତମାନ ୧୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନ ଡ୍ୟାମକୁ ୧ ଲକ୍ଷ ୮୨ ହଜାର ୬୫୨ କ୍ୟୁସେକ୍ ଜଳ ପ୍ରବେଶ କରୁଛି।

 

kalyan agarbati
Leave A Reply