www.samajalive.in
Tuesday, December 9, 2025
16.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ଏଥର ଓଦା ଓଦା ଦଶହରା… ପୁଣି ବର୍ଷାରେ ଭିଜିବ ଓଡ଼ିଶା… ଅକ୍ଟୋବର ୧ରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ… ଆହୁରି ୩ ଦିନ ଯାଏଁ ରାଜ୍ୟରେ ଲାଗିରହିବ ବିଜୁଳି ସହ ଘଡଘଡି …୨୮ ଓ ୨୯ ତାରିଖରେ କିଛି ଜିଲ୍ଲାରେ ପ୍ରବଳ ବର୍ଷିବ…

(୨) ଟୋକିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି… ସ୍ୱର୍ଗତ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ସଂସ୍କାର କାର୍ଯ୍ୟକ୍ରମରେ ଦେବେ ଯୋଗଦାନ… ଉତ୍ସବରେ ସାମିଲ ହେବେ ବିଭିନ୍ନ ଦେଶରେ ରାଷ୍ଟ୍ରନେତା… ବିଶ୍ୱଯୁଦ୍ଧ ପରେ ଜାପାନରେ କୌଣସି ରାଷ୍ଟ୍ରନେତାଙ୍କ ଏପରି କାର୍ଯ୍ୟକ୍ରମ ଦ୍ୱିତୀୟ…

- Advertisement -

(୩) ଏସସିବିରେ ପିଲା ଚୋରି ପ୍ରସଙ୍ଗ… ସତ ମାନିଲେ ଦମ୍ପତି… କହିଲେ ପୁଅ ବଦଳରେ ନେଇଯାଇଥିଲୁ ଝିଅ… ଘଟଣାରେ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୁଲିସ… ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯିବା କହିଲେ ଏସସିବି ପ୍ରଶାସନିକ ଅଧିକାରୀ…

ଧରିଲାଣି ଧାମନଗର ତାତି, ହେଲାଣି ଉପନିର୍ବାଚନ ପାଇଁ ପାଗଭିଡ଼ା; ଦେଖନ୍ତୁ ଭିଡିଓ, ଜାଣନ୍ତୁ ପୁରା ଖବର

(୪) ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ… କାର୍ତ୍ତିକ ବ୍ରତ ନୀତିକାନ୍ତି ଉପରେ ହୋଇପାରେ ଆଲୋଚନା.. ଉଠିପାରେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ… ରତ୍ନଭଣ୍ଡାର ଖୋଲିବାକୁ ଗଜପତିଙ୍କୁ ଚିଠି ଲେଖି ଭକ୍ତ ଦାବି କରିଥିବା ସୂଚନା…

(୫) ରାଜସ୍ଥାନ ରାଜନୀତିରେ ହାଇଡ୍ରାମା… ମୁଖ୍ୟମନ୍ତ୍ରୀ ପଦ ପାଇଁ ଏବେ ବି ଟଣାଓଟରା ଗେହଲଟ ପାଇଲଟ… ସେପଟେ ସୋନିଆଙ୍କୁ ଦିଲ୍ଲୀରେ ଭେଟିଲେ ମାର୍କୋନ ଖଡଗେ… ସଭାପତି ନାମଙ୍କନ ସରିବା ଯାଏଁ ଲାଗି ରହିପାରେ ଏମିତି ସ୍ଥିତି… ରାଜସ୍ଥାନରେ ପାଇଲଟଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥିତ୍ୱକୁ ନେଇ ବଢ଼ୁଛି ଅସନ୍ତୋଷ…

ଶୁଖିଯିବ ଗଙ୍ଗାନଦୀ ! ଦେଖନ୍ତୁ ଭିଡିଓ

Hot this week

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

Related Articles

Popular Categories