www.samajalive.in
Monday, December 15, 2025
14.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ସକ୍ରିୟ ହେଉଛି ଘୁର୍ଣ୍ଣିବଳୟ… ଆଜିଠାରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ… ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ କିଛି ଜିଲ୍ଲାରେ ହେବ ପ୍ରବଳ ବର୍ଷା… ଆସନ୍ତାକାଲି ରାଜ୍ୟରେ ସର୍ବାଧିକ ଦେଖାଦେବ ପ୍ରଭାବ… ଆଭ୍ୟନ୍ତରୀଣ ଓଡ଼ିଶାରେ ଅତିପ୍ରବଳ ବର୍ଷା ସମ୍ଭାବନା… ୨୦ରେ ପଶ୍ଚିମ ଓଡି଼ଶାରେ କାଚିବ…

(୨) ଆଜି ପବିତ୍ର ଜନ୍ମାଷ୍ଟମୀ… ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନ… ଶ୍ରୀମନ୍ଦିରରେ ରୀତିନୀତି ଅନୁଯାୟୀ ପାଳନ ହେବ ଜନ୍ମାଷ୍ଟମୀ ନୀତି… ସଂଧ୍ୟା ୭ଟାରୁ ବନ୍ଦ ରହିବ ଶ୍ରୀଜୀଉଙ୍କ ସାଧାରଣ ଦର୍ଶନ… ରାତି ୧୧ଟା ଯାଏ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିବେ ଶ୍ରଦ୍ଧାଳୁ…

- Advertisement -

(୩) କମୁଛି ହୀରାକୁଦ ଜଳସ୍ତର… ବର୍ତ୍ତମାନ ବି ଖୋଲା ରହିଛି ୪୦ଟି ଗେଟ୍‌… ଡ୍ୟାମରୁ ନିଷ୍କାସିତ ହେଉଛି ୬,୭୬,୨୨୭ କ୍ୟୁସେକ ଜଳ … ପ୍ରବେଶ କରୁଛି ୪,୬୬,୫୭୪ ଘନଫୁଟ ପାଣି… ସେପଟେ ଖଇରମାଳରେ ପ୍ରବାହିତ ହେଉଛି ୮,୭୦ କ୍ୟୁସେକ୍‌ ଜଳ…

(୪) ମୁଣ୍ଡୁଳିରେ କମୁଛି ମହାନଦୀ… ଧୀରେ ଧୀରେ ହ୍ରାସ ପାଉଛି ଜଳସ୍ତର… ବିପଦ ସଂକେତ ୯୭.୨୫ଫୁଟ୍‌ ଥିବା ବେଳେ ଜଳସ୍ତର ରହିଛି ୯୫.୨୦ ଫୁଟ… ପ୍ରବାହିତ ହେଉଛି ୧୦,୧୮,୩୭୨ କ୍ୟୁସେକ୍‌ ଜଳ…

(୫) କାବୁଲରେ ପୁଣି ବଡ଼ ଧରଣର ବିସ୍ଫୋରଣ…. ନମାଜ ପାଠବେଳେ  ୨୧ ମୃତ, ୬୦ରୁ ଅଧିକ ଆହତ…  କେଉଁ କାରଣରୁ ହୋଇଛି ବିସ୍ଫୋରଣ କାରଣ ଅସ୍ପଷ୍ଟ… ଘଟଣାସ୍ଥଳରେ ପୁଲିସ କରୁଛି ଛାନଭିନ୍‌…

(୬) ଚାଷୀଙ୍କୁ ଅଶ୍ୱସ୍ତି ଦେବେ କେନ୍ଦ୍ର ସରକାର… ଏଣିକି ଋଣ କଲେ କୃଷକଙ୍କୁ ମିଳିବ ରିହାତି..   ୩ଲକ୍ଷ ଟଙ୍କାର ଋଣ ଉପରେ ୧.୫% ରିହାତି…  କ୍ୟାବିନେଟ୍‌ ମାରିଲା ମୋହର.. ଆଗାମୀ ୨ ବର୍ଷ ପାଇଁ ସରକାରଙ୍କ  ୨୪,୮୫୬ କୋଟିର ବଜେଟ୍‌…

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories