www.samajalive.in
Sunday, December 7, 2025
23.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

କାମାକ୍ଷାନଗର: ରେଙ୍ଗାଲି ବାମ ପାର୍ଶ୍ବ କେନାଲରେ ବଡ଼ ଘଳିଆ.. ସିବୁଲାପଶି ଗାଁ ନିକଟରେ ୨୦ଫୁଟ ଲମ୍ବର ଘଳିଆ.. ଜମିକୁ ପଶୁଛଇ ପାଣି.. କ୍ଷେତ୍ର ପରିଦର୍ଶନ ବେଳେ ଯନ୍ତ୍ରୀଙ୍କୁ ଘେରିଲେ ଲୋକେ.. ତୁରନ୍ତ ମରାମତି ପ୍ରତିଶ୍ରୁତି ଦେଇ ଘଟଣାସ୍ଥଳ ଛାଡ଼ିଲେ ଯନ୍ତ୍ରୀ..

ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ, ଦର୍ଶକ ନିରାଶ.. ୨୪.୧ ଓଭର ସୁଦ୍ଧା ଭାରତର ଲଢୁଆ ସ୍କୋର ୧୪୭/୨..

- Advertisement -

ଆଜି ୨୦ ଓଭର ବିଶିଷ୍ଟ ମ୍ୟାଚ ଚେଜ୍ ସମ୍ଭବ ନ ହେଲେ ଆସନ୍ତାକାଲି ଖେଳାଯିବ ମ୍ୟାଚ.. କୌଣସି ଓଭର କମ୍ ନ କରି ଅବଶିଷ୍ଟ ଓଭରରୁ ଖେଳ ଆରମ୍ଭ ହେବ..

କଟକ ଦୋଳମୁଣ୍ଡାଇ ଛକରେ ଯୁବତୀଙ୍କୁ ଛୁରାମାଡ଼.. ପାର୍ଲର ଭିତରେ ପଶି ଛୁରାମାଡ଼ କଲେ ଯୁବକ.. ଗୁରୁତର ଯୁବତୀ ଏସସିବିରେ ଭର୍ତ୍ତି.. ଅଭିଯୁକ୍ତ ଫେରାର..

ବରଗଡ଼ ମାଷ୍ଟରପଡ଼ାରେ ଅଭାବନୀୟ ଘଟଣା.. ବିଷ ପିଇ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ.. ଚିକିତ୍ସାଧୀନ ଅବସ୍ଥାରେ ଭାଇ-ଭଉଣୀ ମୃତ, ମାଆ ଗୁରୁତର..

ଏସିଆ କପ୍‌: ସୁପର୍‌ ୪ରେ ଭାରତ-ପାକିସ୍ତାନ ମୁକାବିଲା.. ଟସ୍‌ ଜିତି ପାକିସ୍ତାନର ପ୍ରଥମେ ବୋଲିଂ ନିଷ୍ପତ୍ତି..

ଶେଷ ହେଲା ଅଷ୍ଟାଦଶ ଜି୨୦ ଶିଖର ସମ୍ମିଳନୀ.. ସମ୍ମିଳନୀର ପରବର୍ତ୍ତୀ ଅଧ୍ୟକ୍ଷତା କରିବ ବ୍ରାଜିଲ.. ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଅଧ୍ୟକ୍ଷତା ଭାର ସମର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

ଅକ୍ଷରଧାମ ମନ୍ଦିରରେ ଅଭିଷେକ କଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ ଓ ପତ୍ନୀ..

୨ ହଜାର ଟପିଲା ଆଫ୍ରିକୀୟ ଦେଶ ମରକ୍କୋରେ ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା.. ୨ ହଜାରରୁ ଅଧିକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ..

ଜି-୨୦ ଶିଖର ସମ୍ମିଳନୀର ଦ୍ୱିତୀୟ ଦିନରେ ରାଜଘାଟରେ ଜାତିର ଜନକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଜି-୨୦ ନେତା..

ତୃତୀୟ କକ୍ଷପଥ ପାର କଲା ସୂର୍ଯ୍ୟ ମିଶନ ଅନ୍ତର୍ଗତ ଆଦିତ୍ୟ ଏଲ୧.. ଏବେ ପୃଥିବୀ ଚାରିପଟେ ଚୁତର୍ଥ କକ୍ଷପକ୍ଷରେ ପରିଭ୍ରମଣ କରୁଛି ଆଦିତ୍ୟ ଏଲ୧..

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories