ମୋ ବସ ଧକ୍କାରେ ଜଣେ ମୃତ.. ଭୁବନେଶ୍ଵରର ରଘୁନାଥପୁର ଅଞ୍ଚଳରେ ଘଟିଛି ଦୁର୍ଘଟଣା.. ମୃତକ ପାରିକୁଦ ଅଞ୍ଚଳର ସୂଚନା..
ମହିଳାଙ୍କୁ ଦୁର୍ବ୍ୟବହାର ମାମଲାରେ ପୁଲିସ କର୍ମଚାରୀ ନିଲମ୍ବିତ.. କଟକ ସଦର ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ପୁଲିସ କର୍ମଚାରୀଙ୍କ ଦୁର୍ବ୍ୟବହାର ଅଭିଯୋଗରେ କମିଶନରେଟ ପୁଲିସର କାର୍ଯ୍ୟାନୁଷ୍ଠାନ..
କ୍ଷମା ପ୍ରାର୍ଥନା ପରେ କର୍ଣ୍ଣାଟକ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ଶୁଣାଣି ବନ୍ଦ.. ଭାରତର କୌଣସି ଅଂଶକୁ ପାକିସ୍ତାନ କହିବା ଠିକ ନୁହେଁ ବୋଲି କହିଲେ ସୁପ୍ରିମକୋର୍ଟ..
ଯୌନ କେଳେଙ୍କରୀ ମାମଲା.. ମାଲାୟଲମ ଅଭିନେତା ଏଡାଭେଲା ବାବୁ ଗିରଫ..
ଏସିଆ ପାଓ୍ବାର ଇଣ୍ଡେକ୍ସ: ଜାପାନକୁ ପଛରେ ପକାଇ ତୃତୀୟ ଶକ୍ତିଶାଳୀ ଦେଶ ପାଲଟିଲା ଭାରତ..
ଲଘୁଚାପ ସୃଷ୍ଟି : ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷିବ, ଆସନ୍ତା ୩ଦିନ ପର୍ଯ୍ୟନ୍ତ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା..
ସୁଭଦ୍ରା’ ଯୋଜନାରେ ୯୨ ଲକ୍ଷ ଆବେଦନ କରି ସାରିଲେଣି.. ଆଉ ଏକ ସପ୍ତାହ ମଧ୍ୟରେ ଆବେଦନ ୧ କୋଟି ଛୁଇଁଯିବ.. କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା..
ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ.. ପଲିଗ୍ରାଫ୍ ଟେଷ୍ଟ ପାଇଁ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଦେଲେ ଅନୁମତି..
ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜେପି ନଡ୍ଡା.. ସୂଚନା ଦେଲେ ବିଜେପି ସଭାପତି ମନମୋହନ ସାମଲ..
ରାଉରକେଲାରେ ପୁଣି ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ.. ରଘୁନାଥପାଲି ଥାନା ନିକଟ ଏକ ରେଷ୍ଟୁରାଣ୍ଟରେ ଗଣଦୁଷ୍କର୍ମ.. ତିନି ଦିନ ତଳେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ଦୁଇ ନାବାଳିକା..



