ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବଡ଼ଦାଣ୍ଡରେ ଗଡ଼ିଲା ତାଳଧ୍ବଜ..

ପିଏନବି ବ୍ୟାଙ୍କ ଉପରେ ୧ କୋଟି ଟଙ୍କାର ଜରିମାନା ଲଗାଇଲା ଆରବିଆଇ..

ରଥାରୂଢ ଶ୍ରୀଜୀଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ.. ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଦର୍ଶନ କଲେ..

ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ..

ହାଥ୍‌ରସ ଦଳାଚକଟା ଘଟଣା.. ୧୪ଦିନିଆ ହାଜତକୁ ଗଲା ମୁଖ୍ୟ ଅଭିଯୁକ୍ତ..

ଜାମ୍ମୁ-କାଶ୍ମୀରରେ ଗୁଳିବିନିମୟ.. ୪ ଆତଙ୍କବାଦୀ ନିପାତ.. ୨ ଯବାନ ସହିଦ..

ମହାରାଷ୍ଟ୍ର ଅମରାବତୀ ସେଣ୍ଟ୍ରାଲ ଜେଲରେ ଭୟଙ୍କର ବିସ୍ଫୋରଣ.. କ୍ରିକେଟ୍‌ ବଲ୍‌ ଭିତରେ ବାରୁଦ ରଖି ଜେଲ୍ ଭିତରକୁ ଫିଙ୍ଗିଲା ଦୁର୍ବୃତ୍ତ.. କଏଦୀ ଏବଂ ପୁଲିସ୍ କର୍ମଚାରୀ ଭୟଭୀତ..

ଆସାମରେ ପ୍ରଳୟଙ୍କରୀ ବନ୍ୟା.. ୫୨ ମୃତ, ୨୪ ଲକ୍ଷ ଲୋକ ପ୍ରଭାବିତ.. ଆଇଏମଡିର ଆକଳନ ୬ରୁ ୯ ତାରିଖ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ପ୍ରବଳ ବର୍ଷିବ..

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ..

Comments are closed.