www.samajalive.in
Tuesday, December 9, 2025
15.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଭାରତୀୟ କୁସ୍ତି ମହାସଂଘ ତଥା ଡବ୍ଲ୍ୟୁଏଫ୍ଆଇ ଉପରୁ ହଟିଲା ବ୍ୟାନ୍‌.. ଭାଙ୍ଗିଲା ଆଡହକ୍ କମିଟି..

ଡୁଙ୍ଗରପୁର ମାମଲାରେ ଆଜମ ଖାଁଙ୍କୁ ୭ ବର୍ଷ ଜେଲ୍..

- Advertisement -

ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍.. ୮ ତାଲିବାନୀ ମୃତ..

ପଶ୍ଚିମବଙ୍ଗ ଡିଜିପି ବଦଳି ପ୍ରସଙ୍ଗ.. ନିର୍ବାଚନ ଆୟୋଗକୁ ନିୟନ୍ତ୍ରଣ କରୁଛି ବିଜେପି – ତୃଣମୂଳ କଂଗ୍ରେସ..

କଲକତାର ଗାର୍ଡେନ ରିଚ୍‌ ଅଞ୍ଚଳରେ ନିର୍ମାଣାଧୀନ କୋଠା ଭୁଶୁଡି ୨ମୃତ.. ମୁଣ୍ଡରେ ପଟ୍ଟି ବାନ୍ଧି ପହଞ୍ଚିଲେ ମମତା..

ଲୋକସଭା ନିର୍ବାଚନ ପୂର୍ବରୁ ବଡ଼ ଧରଣର ବଦଳି ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ.. ହଟିଲେ ପଶ୍ଚିମବଙ୍ଗ ଡିଜିପି ଓ ମିଜୋରାମ ଏବଂ ହିମାଚଳ ପ୍ରଦେଶର ସାଧାରଣ ପ୍ରଶାସନିକ ବିଭାଗର ସଚିବ.. ନିର୍ବାଚନ ଆୟୋଗ ସୋମବାର ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଗୃହ ସଚିବଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି..

ତାତିରୁ ମିଳିବ ସାମାନ୍ୟ ଆଶ୍ବସ୍ତି.. ରାଜ୍ୟର ଅଧିକାଂଶ ସ୍ଥାନରେ ଗତ କିଛି ଦିନ ଧରି ୨ରୁ ୩ ଡିଗ୍ରୀ ଖସିଲା ପାରଦ.. ଦୁଇ ଦିନ ଧରି ଏଭଳି ପାଗ ରହିବା ପୂର୍ବାନୁମାନ..

ମଙ୍ଗଳବାରଠୁ ଦୁଇ ଦିନ କାଳବୈଶାଖୀ ସମ୍ଭାବନା.. କାଲି ପାଇଁ ୧୨ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ..

ଟ୍ରକ୍ ମାଲିକ ସଂଘର କେନ୍ଦୁଝର ବନ୍ଦ ଡାକରା.. ଶୁଆକାଠିଠାରୁ ଗୁହାଳଡିହି ରେଳ ପ୍ରକଳ୍ପକୁ ବିରୋଧ, ବନ୍ଦକୁ ସମର୍ଥନ କରୁଛନ୍ତି ୧୫ଟି ସଂଗଠନ..

ଇସ୍ତଫା ଦେଲେ ତେଲଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ..

ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି.. କଟକ ହାଇକୋର୍ଟ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିବା ବେଳେ ଆଜି ସୁପ୍ରିମକୋର୍ଟ ସେହି ରାୟ ଉପରେ ରହିତାଦେଶ ଜାରି କରିଛନ୍ତି..

ମାର୍ଚ୍ଚ ୨୧ ସୁଦ୍ଧା ନିର୍ବାଚନୀ ବଣ୍ଡର ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରିବାକୁ ଷ୍ଟେଟବ୍ୟାଙ୍କକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories