BJD Bijuli 480×75 Mob

ସନ୍ଧ୍ୟା ୬ଟା ମୁଖ୍ୟ ଖବର

BJD Bijuli 480×75 Mob

ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରକୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର..

ଷ୍ଟିଲ ସିଟି ରାଉରକେଲାରେ ହଇଜା ବ୍ୟାପିବା ଘଟଣା.. ସ୍ଥିତି ଅନୁଧ୍ୟାନ ପାଇଁ ରାଉରକେଲାରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍‌.. ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି କେନ୍ଦ୍ରୀୟ ଟିମ୍‌.. ରାଉରକେଲାରେ ବର୍ତ୍ତମାନ ସୁଦ୍ଧା ହଇଜାରେ ୯ ଜଣଙ୍କ ଜୀବନ ଗଲାଣି..

ନୀଳିଗିରି: ଡ୍ୟାମ ପାଣିରେ ଫସିଲେ ୧୦ରୁ ଅଧିକ ପର୍ଯ୍ୟଟକ.. ମାଟି ହାଣ୍ଡି ଭେଳା ଭାଙ୍ଗିଯିବାରୁ ବୁଗାଳିବନ୍ଧ ଡ୍ୟାମରେ ଫସିଲେ.. ନୀଳଗିରି ଥାନା ସିଡ଼ିଆମାଳ ଗାଁର ବୁଗାଳିବନ୍ଧ ଡ୍ୟାମରେ ଅଘଟଣ..

ହାଇଟେକ୍‌ ମେଡିକାଲରେ ବିସ୍ଫୋରଣ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପତ୍ନୀଙ୍କ ଆତ୍ମହତ୍ୟା.. ଜଟଣୀ ଥାନା ନୂଆଗାଁସ୍ଥିତ ବାପଘରେ ଫାଶି ଦେଇ ଆତ୍ମହତ୍ୟା..

ଗୁଜରାଟରେ ସୂର୍ଯ୍ୟ ନମସ୍କାରରେ ବିଶ୍ବ ରେକର୍ଡ଼..

ନୂଆ ବର୍ଷରେ ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ.. ମହାପ୍ରଭୁଙ୍କ ଜଗନ୍ନାଥଙ୍କ ଶୃଙ୍ଖଳିତ ଦର୍ଶନ କରୁଛନ୍ତି..

ଶ୍ରୀରାମ ମନ୍ଦିରରେ ନବବର୍ଷ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼..

ଇଂରାଜୀ ନବବର୍ଷ ୨୦୨୪ଠାରୁ ଶ୍ରୀମନ୍ଦିରରେ ନୂଆ ନିୟମ.. ଶାଳୀନତାପୂର୍ଣ୍ଣ ବସ୍ତ୍ର ପରିଧାନ ସହ ପାନ-ଗୁଟ୍‌ଖା ବ୍ୟାନ୍‌..

ଦେଶବାସୀଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ..

ନବବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ମେଟ୍ରୋ ଭେଟି.. ନୂଆବର୍ଷରେ ଏହି ଖୁସି ଓ ଆନନ୍ଦ ସବୁ ଦିନ ରହୁ – ମୁଖ୍ୟମନ୍ତ୍ରୀ..

ଭୂକମ୍ପ ପରେ ଜାପାନରେ ସୁନାମୀ ପାଇଁ ଚେତାବନୀ..

ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରୁ ହଟିଲା ବହିଷ୍କାର.. ବହିଷ୍କାର ହଟାଇଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ..

ଇତିହାସ ରଚିଲା ଇସ୍ରୋ.. ନୂଆବର୍ଷରେ ଐତିହାସିକ ମିଶନ.. ପିଏସଏଲଭି –ସି୫୮ ଜରିଆରେ ‘ଏକ୍ସପୋସାଟ୍‌‌’ ସାଟେଲାଇଟ୍‌‌ ଉତ୍‌‌କ୍ଷେପଣ..

ନବବର୍ଷଠାରୁ ହାଇକୋର୍ଟରେ ନୂଆ ନିୟମ.. ଦାଖଲ ହୋଇଥିବା ମାମଲାର ଯାଞ୍ଚ ପରେ ମିଳିବ ନମ୍ବର..

ଜାନୁଆରୀ ୪ରୁ ଚିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା..

ବିଶ୍ୱ ଜନସଂଖ୍ୟା ଟପିଲା ୮୦୦ କୋଟି..

Comments are closed.