୫ଜଣ ଧର୍ମଗୁରୁଙ୍କୁ ମିଳିଲା ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମାନ୍ୟତା

0

ନୂଆଦିଲ୍ଲୀ: ବୁଧବାର ମଧ୍ୟପ୍ରଦେଶରେ ୫ଜଣ ଧର୍ମଗୁରୁଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମାନ୍ୟତା ମିଳିଛି । ମନ୍ତ୍ରୀପାହ୍ୟା ପାଇଥିବା ବାବାମାନେ ହେଲେ ନର୍ମଦାନନ୍ଦ ମହାରାଜ, ହରିହରାନନ୍ଦ ମହାରାଜା, କମ୍ପ୍ୟୁଟର୍‌ ବାବା, ଭାୟୁ ମହାରାଜ ଏବଂ ପଣ୍ଡିତ ଯୋଗେନ୍ଦ୍ର ମହନ୍ତ । ଏମାନେ ରାଜ୍ୟ ସରକାରଙ୍କ ଅନ୍ୟ ରାଷ୍ଟ୍ରମନ୍ତ୍ରୀଙ୍କ ପରି ସମସ୍ତ ସୁବିଧା ପାଇପାରିବେ ବୋଲି ସୂଚନା ମିଳିଛି । ସମର୍ଥକମାନଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛି ବୋଲି କଂଗ୍ରେସ କଡ଼ା ପ୍ରତିକ୍ରିୟାରେ ରଖିଛି । କଂଗ୍ରେସ ଏହାକୁ ନେଇ ଅଯଥାରେ ରାଜନୀତି କରୁଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

Leave A Reply