ପୁରୀ ଶ୍ରୀମନ୍ଦିର ଉପରକୁ ଚଢୁଥିବା ବେଳେ ଯୁବକକୁ ମାଡି ବସିଲା ପୁଲିସ,ଶ୍ରୀମନ୍ଦିର ବେହରଣ ଦ୍ୱାର ପଟରୁ ଜଣେ ବ୍ୟକ୍ତି ମନ୍ଦିରର କିଛି ଅଂଶ ଉପରକୁ ଚଢିଯାଇଥିଲେ..
ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର,୧୮ ଓ ୧୯ ତାରିଖରେ କେତେକ ଜିଲାରେ ପ୍ରବଳ ବର୍ଷିବ
୧୮ରେ ମାଲକାନଗିରି, କୋରାପୁଟ ଏବଂ ୧୯ରେ କୋରାପୁଟ, କଳାହାଣ୍ଡିକୁ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି, ୧୮ ରୁ ୨୦ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି..
ପ୍ରସିଦ୍ଧ ଦହିବରା ଆଳୁଦମ୍ ବ୍ୟବସାୟୀ ରଘୁ ସାସ୍ମଲଙ୍କ ପରଲୋକ, ୯୫ ବର୍ଷ ବୟସରେ କଟକ ବିଡାନାସୀ ଗୋପାଳ ସାହିରେ ତାଙ୍କର ଦେହାନ୍ତ ଘଟିଛି, ୧୯୫୦ ମସିହାରେ ମାତ୍ର ୧୫ ବର୍ଷ ବୟସରେ ସେ ଦହିବରା ଆଳୁଦମ୍ ବ୍ୟବସାୟ କରି କଟକ ଦହିବରାକୁ ଲୋକପ୍ରିୟ କରାଇଥିଲେ..
୨୭ ବର୍ଷ ପରେ ଗୁରୁଙ୍କ ନକ୍ଷତ୍ରରେ ପ୍ରବେଶ କରିବେ ଶନି; ଏହି ୩ ରାଶିଙ୍କୁ ଖାଲି ମିଳିବ ଧନ, ସଫଳତା..
କାଲିମେଳା-ଲଗାଣ ବର୍ଷାରେ କାଲିମେଳାରେ ଏମ୍.ଭି-୯୬ ପୋଲ ବୁଡିଯାଇଛି, ବ୍ରିଜ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି..
ରୁଷଠାରୁ ଭାରତ ତେଲ କିଣିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଦାବି, ଟ୍ରମ୍ପ କହିଛନ୍ତି ରୁଷ ଏକ ବଡ ତୈଳ ଗ୍ରାହକ ହରାଇଛି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କୁ ଭେଟିବା ଅବସରେ ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ରୁଷଠାରୁ ଭାରତ ଆଉ ତୈଳ କିଣୁନାହିଁ..
ପ୍ରକାଶ ପାଇଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ, ଚଳିତ ଥର ପାସ୍ ହାର ରହିଛି ୫୬.୨୩ ପ୍ରତିଶତ, ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ପାଇଁ ଚଳିତ ଥର ମୋଟ୍ ୩୪୫୭ଜଣ ଫର୍ମ ପୂରଣ କରିଥିଲେ, ସେମାନଙ୍କ ମଧ୍ୟରୁ ମୋଟ ୧୯୮୩ଜଣ ପାସ୍ କରିଛନ୍ତି,ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ସୂଚନା..
ଆକର୍ଷଣୀୟ ଲୁକ୍.. ସ୍ମାର୍ଟ ଫିଚର, ୟାମାହା ଏକାଠି ଆଣିଲା ୨ଟି ହାଇବ୍ରିଡ୍ ସ୍କୁଟର, ଦାମ୍ ଏତିକି ..



