www.samajalive.in
Saturday, December 6, 2025
16.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଆଜି ଶ୍ରାବଣର ଦ୍ଵିତୀୟ ସୋମବାର..

ମହାଦେବଙ୍କୁ ଜଳ ଲାଗି କରିବାକୁ ରାଜ୍ୟର ସମସ୍ତ ଶିବ ମନ୍ଦିରରେ କାଉଡିଆଙ୍କ ଭିଡ..

- Advertisement -

ବୋଲବମ୍ ନାରାରେ କମ୍ପୁଛି ଚର୍ତୁଦିଗ, ଶୃଙ୍ଖଳିତ ଦର୍ଶନ ଓ ଜଳ ଲାଗି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ..

କଟକ : ରୋଗୀ ମୃତ୍ୟୁ ପରେ ଘରୋଇ ନର୍ସିଂହୋମରେ ସମ୍ପର୍କୀୟଙ୍କ ହୋହଲ୍ଲା..

ଲୋକସଭାରେ ସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ..

ବନ୍ଧ୍ୟାକରଣ ପ୍ରତି ମହିଳାଙ୍କ ତୁଳନାରେ ପୁରୁଷଙ୍କ ଆଗ୍ରହ ବଢୁଛି -ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ..

କମିଶନରେଟ୍‌ ପୁଲିସ ହାତରେ ଧରାପଡିଲେ ବନ୍ଧୁକ ବେପାରୀ..

ଆଇଏଏସ କୋଚିଂ ସେଣ୍ଟରରେ ପାଣି ପଶିବା ଘଟଣା; ଆଉ ୫ ଜଣଙ୍କୁ ଗିରଫ କଲା ପୁଲିସ ..

ମୋଟ ଗିରଫଦାରୀ ସଂଖ୍ୟା ୭କୁ ବୃଦ୍ଧି..

ରତ୍ନଭଣ୍ଡାର ତଦାରଖ କମିଟି ବୈଠକ ଶେଷ, ଭିତର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରାକୁ କଢ଼ାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ନେଇ ହୋଇଛି ନିଷ୍ପତ୍ତି..

ଅଗଷ୍ଟରେ ୪ ଗ୍ରହଙ୍କ ଚଳନ : ଏହି ୫ ରାଶି ହେବେ ଭାଗ୍ୟଶାଳୀ,ମିଳିବ ଧନ, ବଢିବ ଦରମା..

ସମବାୟ ମନ୍ତ୍ରୀଙ୍କୁ ହାଇକୋର୍ଟଙ୍କ ନୋଟିସ୍‌..

ନିର୍ବାଚନ ଅନିୟମିତତା ମାମଲାରେ ଜାରି ହୋଇଛି ନୋଟିସ୍‌..

ସାମ୍ବାଦିକା ମଧୁମିତା ପରିଡ଼ା ଆତ୍ମହତ୍ୟା ମାମଲା, ଆସିଲା ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ..

ଏକାଧିକ କ୍ଷତ ଯୋଗୁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି..

୧୦ବର୍ଷରେ ୪୮ଜଣଙ୍କର ହାଜତ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ..

ଅଗଷ୍ଟ ପହିଲାରୁ ହେବାକୁ ଯାଉଛି ୫ ବଡ ପରିବର୍ତ୍ତନ; ପ୍ରତ୍ୟେକ ପକେଟ୍‌, ରୋଷେଇ ଘରେ ପଡିବ ପ୍ରଭାବ!

ତାରା ବାହିନୀପତିଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ..

୩୧ ସୁଦ୍ଧା ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା..

୩ ତାରିଖ ପର୍ଯ୍ୟନ୍ତ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ..

ରାଜ୍ୟବ୍ୟାପୀ ଲଗାଣ ବର୍ଷା, ଆଜି ପାଇଁ ୬ ଜିଲ୍ଲାକୁ ୟେଲୋ ସତର୍କତା..

ଦେଖନ୍ତୁ ଭିଡିଓ ; ଗୋଟିଏ ସେଲଫି ପାଇଁ କେମିତି ମୃତ୍ୟୁକୁ ଡାକୁଛନ୍ତି ଯୁବକ..

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories