ଅଗଷ୍ଟ ପହିଲାରୁ ହେବାକୁ ଯାଉଛି ୫ ବଡ ପରିବର୍ତ୍ତନ; ପ୍ରତ୍ୟେକ ପକେଟ୍‌, ରୋଷେଇ ଘରେ ପଡିବ ପ୍ରଭାବ!

ନୂଆଦିଲ୍ଲୀ : ଦେଶରେ ପ୍ରତ୍ୟେକ ମାସର ପହିଲାରେ ଅନେକ ପରିବର୍ତ୍ତନ ହୋଇଥାଏ । ୨ ଦିନ ପରେ ଅଗଷ୍ଟ ୧ରେ ଅନେକ ନିୟମରେ ପରିବର୍ତ୍ତନ ହେବ । ଯାହା ରୋଷେଇ ଘର ଠାରୁ ଆରମ୍ଭ କରି ବିଲ୍‌ ପୈଠ କରିବାର ଶୈଳୀ ଉପରେ ପ୍ରଭାବ ପକାଇବ ।ଏଥିରେ ଏଲପିଜି ସିଲିଣ୍ଡର ଦାମ୍‌ ଠାରୁ ଆରମ୍ଭ କରି କ୍ରେଡିଟ୍‌ କାର୍ଡ ନିୟମରେ ପରିବର୍ତ୍ତନ ପର୍ଯ୍ୟନ୍ତ ସାମିଲ ରହିଛି । ଜାଣନ୍ତୁ ହେବାକୁ ଥିବା ୫ଟି ବଡ ପରିବର୍ତ୍ତନ ବିଷୟରେ.. … Continue reading ଅଗଷ୍ଟ ପହିଲାରୁ ହେବାକୁ ଯାଉଛି ୫ ବଡ ପରିବର୍ତ୍ତନ; ପ୍ରତ୍ୟେକ ପକେଟ୍‌, ରୋଷେଇ ଘରେ ପଡିବ ପ୍ରଭାବ!