ଦେଖନ୍ତୁ ଭିଡିଓ ; ଗୋଟିଏ ସେଲଫି ପାଇଁ କେମିତି ମୃତ୍ୟୁକୁ ଡାକୁଛନ୍ତି ଯୁବକ..

ନୂଆଦିଲ୍ଲୀ : କିଛି ଲୋକେ ଭାଇରାଲ୍‌ ହେବା ପାଇଁ ଏଭଳି କିଛି କରି ଥାଆନ୍ତି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ,ଭୟଭୀତ ମଧ୍ୟ ଲାଗି ଥାଏ । ନିକଟରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି,ଯାହାକୁ ଦେଖିଲେ ଆଖିକୁ ବିଶ୍ୱାସ କରିବେ ନାହିଁ । ଜଣେ ଯୁବକ ଏଭଳି ଏକ ଷ୍ଟଣ୍ଟ କରିଛନ୍ତି, ଯାହାକୁ ଦେଖି ଚମକିପଡିବା ସାଧାରଣ କଥା । ଭିଡିଓଟି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି । View this post on Instagram … Continue reading ଦେଖନ୍ତୁ ଭିଡିଓ ; ଗୋଟିଏ ସେଲଫି ପାଇଁ କେମିତି ମୃତ୍ୟୁକୁ ଡାକୁଛନ୍ତି ଯୁବକ..