mission shakti banner

ଜୋମାଟୋ ବୟଙ୍କୁ ବନ୍ଦାପନା; ଦେଖନ୍ତୁ ଏହି ମଜାଦାର ଭିଡିଓ

BSKY banner  750×100

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଜୋମାଟୋ ବୟଙ୍କୁ ବନ୍ଦାପନାର ଭିଡିଓ । ବିଳମ୍ବରେ ଯୁବକ ଜଣକ ଖାଇବା ଧରି ଗ୍ରାହକଙ୍କ ନିକଟରେ ପହଞ୍ଚିବାରୁ ବ୍ୟକ୍ତି ଜଣକ ଯୁବକ ଜଣଙ୍କୁ ବନ୍ଦାପନା କରୁଛନ୍ତି । ଖାଲି ସେତିକି ନୁହେଁ ଯୁବକଙ୍କ ମଥାରେ ବ୍ୟକ୍ତି ଜଣକ ତିଳକ ଲଗାଇଦେଇ ଫୁଲ ମଧ୍ୟ ପକାଉଛନ୍ତି ।

ଘଟଣାଟି ରାଜଧାନୀ ଦିଲ୍ଲୀର ହୋଇଥିବା ବେଳେ, ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଅନେକ ସମୟରେ ଦିଲ୍ଲୀରେ ଟ୍ରାଫିକ୍‌ ସମସ୍ୟା ଯୋଗୁଁ ବିଭିନ୍ନ ଘଟଣା ସାମ୍ନାକୁ ଆସିଥାଏ । ଆଉ ବର୍ତ୍ତମାନ ଜୋମାଟୋ ବୟଙ୍କ ଏହି ଭିଡିଓ ସାମ୍ନାକୁ ଆସିଛି । ଯାହା ବର୍ତ୍ତମାନ ଭାଇରାଲ ହେଉଛି ।

Comments are closed.