mission shakti banner

କନ୍ଧମାଳ : ରାସ୍ତା କଡ଼ରେ ମହିଳାଙ୍କ ପ୍ରସବ

BSKY banner  750×100
0

କନ୍ଧମାଳ: ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଆଉ ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳରେ । କନ୍ଧମାଳ ଘାଟି ରାସ୍ତାରେ ମହିଳା ସନ୍ତାନ ପ୍ରସବ କରିଛନ୍ତି। ଆମ୍ବୁଲାନ୍ସ ନ ଆସିବାରୁ ପ୍ରସବ ଯନ୍ତ୍ରଣା ସହି ନ ପାରି ରାସ୍ତା କଡ଼ରେ ମହିଳା ସନ୍ତାନ ପ୍ରସବ କରିଛନ୍ତି।  ରାସ୍ତାରେ ୩ ଘଣ୍ଟା ପଡି ରହିବା ପରେ ଆମ୍ବୁଲାନ୍ସ ଆସିଥିଲା । ଶେଷରେ ମହିଳାଙ୍କୁ ଗୋଚ୍ଛାପଡା ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply