www.samajalive.in
Saturday, December 13, 2025
26.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ମଙ୍ଗଳବାର ଠାରୁ ରାଜଧାନୀ ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଆରମ୍ଭ ହୋଇଛି ଦୁଇ ଦିନିଆ ଉତ୍କର୍ଷ ଓଡିଶା ସମ୍ମିଳନୀ, ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍କର୍ଷ ଓଡିଶା-ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭକୁ ଉଦ୍‌ଘାଟନ କରିଛନ୍ତି..

ଉଦଘାଟନୀ ସମାରୋହରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ୱାଇଁ ଉପସ୍ଥିତ..

- Advertisement -

‘ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା’ ସମ୍ମେଳନ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରି କହିଛନ୍ତି , ଭାରତ ଆଜି ଦ୍ରୁତ ଗତିରେ ଅଗ୍ରସର ହେଉଛି, ଖୁବଶୀଘ୍ର ଦେଶ ୫ ଟ୍ରିଲିୟନ ଅର୍ଥ ସମୃଦ୍ଧ ରାଷ୍ଟ୍ର ହେବ

ଓଡିଶାରେ ପୁଞ୍ଜି ନିବେଶ ପ୍ରସଙ୍ଗରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ପ୍ରତିକ୍ରିୟା, ଓଡିଶାରେ ପୁଞ୍ଜି ନିବେଶ ପାଇଁ ଏହା ଉପଯୁକ୍ତ ସମୟ.. ବହୁତ ନିବେଶକମାନେ ଆସିବେ, ଚୁକ୍ତି ସ୍ୱାକ୍ଷର କରିବେ, ୨୯ ତାରିଖକୁ ଅପେକ୍ଷା କଲେ ସମସ୍ତ ତଥ୍ୟ ପାଇବେ..

କୁମାର ମଙ୍ଗଲମ୍‌ ବିର୍ଲା – ୫୦ ହଜାର କୋଟିର ନିବେଶ, ଆଲୁମିନିୟମ ରିଫାଇନାରୀ,ସ୍କେଲଟ୍‌ର ପ୍ଲାଣ୍ଟ

ଅନୀଲ ଅଗ୍ରୱାଲ୍‌ – ରାୟଗଡାରେ ୩୦ ଲକ୍ଷ ଟନ୍‌ ଆଲୁମିନିୟମ୍‌ ପ୍ଲାଣ୍ଟ

ଭିନୀତ ମିତ୍ତଲ – ୨୦ ହଜାର କୋଟିର ପୁଞ୍ଜି ନିବେଶ, ଗୋପାଳପୁରରେ ଅକ୍ଷୟ ଶକ୍ତି

ଏଏସ ସାହାନୀ – ୭୦ ହଜାର କୋଟିର ପୁଞ୍ଜିନିବେଶ, ପାରାଦୀପ ଓ ଭଦ୍ରକରେ ପେଟ୍ରୋ କେମିକାଲରେ ନିବେଶ

ସଜ୍ଜନ୍‌ ଜିନ୍ଦଲ – କେନ୍ଦୁଝରରେ ୩୦-୪୦ ହଜାର କୋଟିର ଷ୍ଟିଲ୍‌ ପ୍ଲାଣ୍ଟ, ପାରାଦୀପରେ ୧୨ ମିଲିୟନ୍‌ ଟନ୍‌ ଷ୍ଟିଲ୍‌ ପ୍ଲାଣ୍ଟ କାମ ଆରମ୍ଭ, ଝାରସୁଗୁଡାରେ ପ୍ଲାଣ୍ଟର ସମ୍ପ୍ରସାରଣ..

ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପୁଣି ପଶିଲା ଚୋର, ଗିରଫ କଲା ପୁଲିସ..

ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ..

ଆଉ ମାତ୍ର ଅଳ୍ପ ଦିନ ପରେ ବୁଦ୍ଧାଦିତ୍ୟ ରାଜଯୋଗ; ଏହି ରାଶିଙ୍କ ଉପରେ ହେବ ଧନବର୍ଷା, ବିବାହ, ହେବେ ମାଲମାଲ୍‌..

ଆଜି ଦଶପଲ୍ଲାରୁ ଶ୍ରୀକ୍ଷେତ୍ରକୁ ଯିବ ରଥ କାଠ, ପୂଜାର୍ଚ୍ଚନା ପରେ ୩ଟି ଟ୍ରକ୍ ବାହାରିବ ପୁରୀ, ଶ୍ରୀପଞ୍ଚମୀ ପୂର୍ବରୁ ରଥଖଳାରେ କାଠ ପହଞ୍ଚିବାର ରହିଛି ବିଧି..

ଆଜି ତୃତୀୟ ଟି-୨୦ : ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ..

ମୌନୀ ଅମାବାସ୍ୟାରେ ବାସ୍‌ ଏହି ୩ଟି ସରଳ ଉପାୟରେ ବର୍ଷଯାକ ହେବ ଧନ ବର୍ଷା, ଘରୁ ଦୂର ହେବ ଅଶାନ୍ତି..

ଜିଓମାର୍ଟରେ ଜବରଦସ୍ତ ଅଫର୍‌ ; ଶସ୍ତାରେ ମିଳୁଛି ଆଇଫୋନ୍‌ ୧୬..

ଦେଖନ୍ତୁ ଭୟଙ୍କର ଦୃଶ୍ୟ; ଯାତ୍ରୀବାହୀ ବିମାନ ଉପରେ ଖସିଲା ବିଜୁଳି..

 

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories