www.samajalive.in
Saturday, December 6, 2025
16.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ସମ୍ଭାବ୍ୟ ବାତ୍ୟା ‘ଦାନା’; ଉତ୍ତର ଓଡିଶାରେ ରହିବ ବେଶୀ ପ୍ରଭାବ
ଆଇଏମ୍‌ଡି ଡିଜି କହିଛନ୍ତି, ଅବପାତଟି ଆଜି ଗଭୀର ଅବପାତରେ ପରିଣତ ହେବ, ବୁଧବାର ସକାଳେ ଏହା ବାତ୍ୟାର ରୂପ ନେବା ସମ୍ଭାବନା..

ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ସବୁ ଡାକ୍ତରଙ୍କ ଛୁଟି ବାତିଲ୍‌..

- Advertisement -

ଆଜି ସବୁ ପୂଜା ପେଣ୍ଡାଲର ତୋରଣ ଖୋଲ, କାଲି ସୁଦ୍ଧା ଭସାଣୀ ସାରିବାକୁ ନିର୍ଦ୍ଦେଶ
କେନ୍ଦ୍ରାପଡା ଓ ଢେଙ୍କାନାଳ ଜିଲାରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଚାଲିଥିବାରୁ ଜିଲା ପ୍ରଶାସନକୁ ତୋରଣ ଖୋଲିବାକୁ ନିର୍ଦ୍ଦେଶ..

୧୦ ପ୍ରଭାବିତ ଜିଲାରେ ରହିବେ ୧୭ ଓଡ୍ରାଫ୍‌ ଟିମ୍‌,ଏଥିସହ ୩ ଓଡ୍ରାଫ୍‌ ଟିମ୍‌ ରିଜର୍ଭ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି..

ମଙ୍ଗଳ-ଶନିଙ୍କ ବିଶେଷ ଯୋଗ; ଏହି ୪ ରାଶି ହେବେ ଭାଗ୍ୟଶାଳୀ, ଦୂର ହେବ ସମସ୍ୟା, ଭର୍ତ୍ତି ହେବ ଆଲମିରା..

ଆଇନ ଶୃଙ୍ଖଳା ଏଡିଜିଙ୍କୁ ଚିଠି ଲେଖି ଅବଗତ କଲେ ଏସ୍‌ଆର୍‌ସି.. ଅତିରିକ୍ତ ୧୦ ଏନଡିଆରଏଫ ଟିମ୍‌ ପାଇଁ ମଧ୍ୟ କେନ୍ଦ୍ରକୁ ଚିଠି ଲେଖିଲେ..

ଅସାଧୁ ବ୍ୟବସାୟୀଙ୍କୁ କଡା ତାଗିଦ କଲେ ଯୋଗାଣ ମନ୍ତ୍ରୀ , କେହି ବ୍ୟବସାୟୀ କଳା ବଜାରୀ କଲେ କଡା କାର୍ଯ୍ୟାନୁଷ୍ଠାନ , ଅନାବଶ୍ୟକ ମହଜୁଦ ନ କରିବାକୁ ବ୍ୟବସାୟୀଙ୍କୁ ପରାମର୍ଶ..

ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କୁ ଜୀବନରୁ ମାରିବାକୁ ଧମକ ଦେଇଥିଲେ, ଏବେ ମାଗିଲେ କ୍ଷମା, କହିଲେ ଭୁଲ୍‌ ହୋଇଗଲା..

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଅତି ପ୍ରବଳ ବର୍ଷା ପାଇଁ ୭ ଜିଲାକୁ ରେଡ୍‌ ଆଲର୍ଟ ଜାରି
ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, କଟକରେ ଅତି ପ୍ରବଳ ବର୍ଷା ସମ୍ଭାବନା..

ଘର ବାହାରେ ଖେଳୁଥିଲା ୫ ବର୍ଷର ଶିଶୁ; ଖିନ୍‌ଭିନ୍‌ କରି ମାରିଲା ସିଂହୀ..

ଦେଖନ୍ତୁ ଭିଡିଓ; ରାସ୍ତାରେ ଗାଡି ଯାତାୟତ ବେଳେ ହଠାତ୍‌ ଆସିଗଲା ବିଶାଳକାୟ ଅଜଗର..

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories