ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କୁ ଜୀବନରୁ ମାରିବାକୁ ଧମକ ଦେଇଥିଲେ, ଏବେ ମାଗିଲେ କ୍ଷମା, କହିଲେ ଭୁଲ୍‌ ହୋଇଗଲା..

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କର ହତ୍ୟା ପରେ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ ।  ୧୨ ଅକ୍ଟୋବରରେ ଲରେନ୍ସ ବିଷ୍ଣୋଇର ଗ୍ୟାଙ୍ଗ ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ନେଇ ଜଣାପଡିଥିଲା । ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଏକ ମେସେଜରେ ସଲମାନ୍‌ ଖାନ୍‌ଙ୍କ ବିଷୟରେ ମଧ୍ୟ କୁହାଯାଇଥିଲା । ସଲମାନ୍‌ ଓ ବାବା ସିଦ୍ଦିକିଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା । ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ୍‌ଙ୍କ ସୁରକ୍ଷା … Continue reading ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କୁ ଜୀବନରୁ ମାରିବାକୁ ଧମକ ଦେଇଥିଲେ, ଏବେ ମାଗିଲେ କ୍ଷମା, କହିଲେ ଭୁଲ୍‌ ହୋଇଗଲା..