ଘର ବାହାରେ ଖେଳୁଥିଲା ୫ ବର୍ଷର ଶିଶୁ; ଖିନ୍‌ଭିନ୍‌ କରି ମାରିଲା ସିଂହୀ..

ଗୁଜରାଟ : ଗୁଜରାଟର ଅମରେଲୀ ଜିଲାରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ସିଂହୀ ଜଣେ ଚାଷୀଙ୍କ ୫ ବର୍ଷର ଶିଶୁକୁ ଖିନିଭିନ୍‌ କରି ମାରି ଦେଇଛି। ବନ ଅଧିକାରୀ ମଙ୍ଗଳବାର କହିଛନ୍ତି, ଶିଶୁ ଜଣକ ଜଫରାବାଦ ଅଞ୍ଚଳରେ ନବୀ ଜିକାଦରୀ ଗାଁରେ ନିଜ ଘର ବାହାରେ ଖେଳୁଥିବା ସମୟରେ ସିଂହୀ ଆକ୍ରମଣ କରିଥିଲା । ଶିଶୁକୁ ମାରିବା ପରେ ଜଙ୍ଗଲ ଆଡକୁ ନେଇ ପଳାଇଥିଲା । ଅନେକ ଖୋଜାଖୋଜି କରିବା ପରେ … Continue reading ଘର ବାହାରେ ଖେଳୁଥିଲା ୫ ବର୍ଷର ଶିଶୁ; ଖିନ୍‌ଭିନ୍‌ କରି ମାରିଲା ସିଂହୀ..